ଓଡିଶା

odisha

କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳିତ

By

Published : Aug 27, 2020, 9:52 PM IST

ଭବାନୀପାଟଣା: ଗଣପର୍ବ ନୂଆଁଖାଇ ଉତ୍ସବରେ ନୂଆ ଖାଇଲେ କଳାହାଣ୍ଡି ଗଡ଼ଜାତବାସୀ । ଏନେଇ ଆଜି(ଗୁରୁବାର) କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କୁ ଲାଗି ହୋଇଛି ନବାନ୍ନ । କିନ୍ତୁ କୋରୋନା କଟକଣା ଯୋଗୁଁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିବା ସହ ମା'ଙ୍କ ନିକଟରେ ଲାଗି ହୋଇଥିବା ନବାନ୍ନ ଭୋଗ ପାଇପାରି ନାହାଁନ୍ତି । କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ପାଳିତ ହେଇଛି ଗଣପର୍ବ ନୂଆଁଖାଇ । ଫଳରେ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର ରାମପୁର ଓ ମା'ଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ଗୁରୁବାର ପାଳିତ ହୋଇଛି ଗଣପର୍ବ ନୂଆଁଖାଇ ।

ABOUT THE AUTHOR

...view details