ଓଡିଶା

odisha

ଓଡ଼ିଶା ଡ୍ରାଇଭର ମହାସଂଘର ଦଣ୍ଡବତ ଆନ୍ଦୋଳନ

By

Published : Nov 3, 2022, 5:36 PM IST

Updated : Feb 3, 2023, 8:31 PM IST

ବଲାଙ୍ଗୀର : ୯ଦଫା ଦାବି ନେଇ ବଲାଙ୍ଗୀରରେ ଆଜି ଡ୍ରାଇଭର ସଂଘ ପକ୍ଷରୁ ଦଣ୍ଡବତ ଆନ୍ଦୋଳନ କରାଯାଇଛି । ଏଥିରେ ଜିଲ୍ଲାର ଶତାଧିକ ଡ୍ରାଇଭର ସାମିଲ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଆଗକୁ ଦାବି ପୂରଣ ନହେଲେ ଏମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ସମଲେଇ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଶୋଇରହି ଦଣ୍ଡବତ ମୁଦ୍ରାରେ ଧାରଣା ଦେଇଥିଲେ ଆନ୍ଦୋଳନକାରୀ । ଇଟିଭି ଭାରତ, ବଲାଙ୍ଗୀର
Last Updated : Feb 3, 2023, 8:31 PM IST

For All Latest Updates

ABOUT THE AUTHOR

...view details