ଓଡିଶା

odisha

କାର୍ଗିଲ ବିଜୟକୁ 20 ବର୍ଷ: ପଢନ୍ତୁ, ଭାରତୀୟ ବୀର ଯବାନଙ୍କ ବୀରତ୍ବ ଓ ବଳିଦାନର କାହାଣୀ

By

Published : Jul 26, 2019, 3:35 PM IST

ହାଇଦ୍ରାବାଦ: 1999 ଜୁଲାଇ 26ରେ ଭାରତୀୟ ସେନାର ବିଜୟ ସଫଳ ଅଭିଯାନକୁ କାର୍ଗିଲ ଦିବସ ଭାବେ ପାଳନ କରାଯାଇଥାଏ । ଷାଠିଏ ଦିନ ଧରି ଏହି ଯୁଦ୍ଧ ଚାଲିଥିଲା । 1999 ମେ 3ରୁ ଆରମ୍ଭ ହୋଇ ଜୁଲାଇ 26 ତାରିଖରେ ଶେଷ ହୋଇଥିଲା । ଆଜି ହେଉଛି ଏହି ବିଜୟ ଦିବସର ବିଂଶତମ ବାର୍ଷିକୀ । ଯୁଦ୍ଧରେ ଶହୀଦ ହୋଇଥିବା ବୀର ସୈନିକଙ୍କୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦ ସ୍ତମ୍ଭ ଓ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ABOUT THE AUTHOR

...view details