ଓଡିଶା

odisha

ରାଜସ୍ଥାନ ସଂକଟ ପାଇଁ ରାହୁଲ ଦାୟୀ: ଉମା ଭାରତୀ

By

Published : Jul 13, 2020, 9:51 PM IST

ଭୋପାଳ: ବିଜେପି ନେତ୍ରୀ ଉମା ଭାରତୀ ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଂକଟ ବିଷୟରେ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶରେ କ’ଣ ଘଟିବ ଓ ରାଜସ୍ଥାନରେ କ’ଣ ଘଟିବ ସେଥିପାଇଁ ରାହୁଲ ଗାନ୍ଧୀ ଦାୟୀ । କାରଣ ରାହୁଲ ଗାନ୍ଧୀ ଯୁବନେତାମାନଙ୍କୁ ଦଳରେ ଆଗକୁ ବଢିବାକୁ ଦିଅନ୍ତି ନାହିଁ ବୋଲି ସେ କହିଛନ୍ତି । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details