ଓଡିଶା

odisha

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

By

Published : Jun 17, 2020, 2:13 PM IST

ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ । ମେଡିକାଲରେ ଭର୍ତ୍ତି, ତଦନ୍ତ ଜାରି । ଅଧିକ ପଢନ୍ତୁ...

road accident in kalahandi, one death , one injured
ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା:ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଖଳିଆଭଟା କ୍ରସର ଛକ ଠାରେ କେନାଲରେ ଖସି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାଳିଗୁଡା ଗାଁ ବିଭୁ କାଣ୍ଡ ହୋଇଥିବା ବେଳେ ଆହତ ଜଣକ ସେହ ଗାଁର ରାଜେଶ ବେରୁ ବୋଲି ସୂଚନା ମିଳିଛି ।

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଦୁହେଁ, ବାଇକ ଯୋଗେ ଜୟପାଟଣା ଯାଇ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆହତ ଜଣକ ଜୟପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି l

କଳାହାଣ୍ତିରୁ ଅଜିତ ସିଂ ,ଇଟିଭି ଭାରତ

ABOUT THE AUTHOR

...view details