ଓଡିଶା

odisha

ସିଏମସିରୁ ଆଉ 54 ଆକ୍ରାନ୍ତ ଚିହ୍ନଟ

By

Published : Nov 1, 2020, 10:50 PM IST

କଟକ ମହାନଗର ନିଗମରେ ଆଜି ୫୪ କରୋନା ପଜେଟିଭ ଚିହ୍ନଟ । ପଢନ୍ତୁ ଅଧିକ....

ସିଏମସିରୁ ଆଉ 54 ଆକ୍ରାନ୍ତ ଚିହ୍ନଟ
ସିଏମସିରୁ ଆଉ 54 ଆକ୍ରାନ୍ତ ଚିହ୍ନଟ

କଟକ: କଟକ ମହାନଗର ନିଗମରେ ଆଜି ୫୪ କରୋନା ପଜେଟିଭ ଚିହ୍ନଟ କରାଯାଇଛି । ୧୨ ଜଣ ଗୃହସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସେହିପରି ୨୬ ଜଣ ସ୍ଥାନୀୟ ଆକ୍ରାନ୍ତ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୪ ହଜାର ୮୯୩ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୪ ହଜାର ୧୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୬୮ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୮୧୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details