ଓଡିଶା

odisha

ଭାରତ-ଦ.ଆଫ୍ରିକା 2ୟ ଦିନିକିଆ: ଟସ୍‌ ଜିତି ଭାରତୀୟ ମହିଳା ଦଳର ବୋଲିଂ ନିଷ୍ପତ୍ତି

By

Published : Mar 9, 2021, 9:40 AM IST

ଭାରତ-ଦ.ଆଫ୍ରିକା 2ୟ ଦିନିକିଆ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ଭାରତ-ଦ.ଆଫ୍ରିକା, 2ୟ ଦିନିକିଆ: ଟସ୍‌ ଜିତି ଭାରତ ମହିଳା ଦଳର ବୋଲିଂ ନିଷ୍ପତ୍ତି
ଭାରତ-ଦ.ଆଫ୍ରିକା, 2ୟ ଦିନିକିଆ: ଟସ୍‌ ଜିତି ଭାରତ ମହିଳା ଦଳର ବୋଲିଂ ନିଷ୍ପତ୍ତି

ଲକ୍ଷ୍ନୌ: ଭାରତ-ଦ.ଆଫ୍ରିକା 2ୟ ଦିନିକିଆ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ସୂଚନାଥାଉକି, 5ଟି ଦିନିକିଆ ସିରିଜରେ ଭ୍ରମଣକାରୀ ଦଳ 0-1ରେ ଆଗୁଆ ରହିଛି। ଲକ୍ଷ୍ନୌ ଗ୍ରାଉଣ୍ଡରେ ଏହି ସିରିଜ ଖେଳାଯାଉଛି ।

ସୂଚନାଥାଉକି, ମିତାଲି ବାହିନୀ ପ୍ରଥମ ମ୍ୟାଚରେ 8 ୱିକେଟରେ ଦ.ଆଫ୍ରିକାଠାରୁ ପରାସ୍ତ ହୋଇଥିଲେ । ତେବେ ଆଜି ଟିମ ଇଣ୍ଡିଆ ପ୍ରଥମ ବିଜୟ ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇଛି ।

ଚୁଡାନ୍ତ ଏକାଦଶ

ଭାରତ: ପୁନମ ରାଉତ, ସ୍ମୃତି ମାନ୍ଧନା, ମିତାଲି ରାଜ(କ୍ୟାପଟେନ), ହରମନପ୍ରୀତ କୌର, ଜେମିମା, ଦୀପ୍ତି ଶର୍ମା, ସୁଷମା ବର୍ମା(ଓ୍ବିକେଟକିପର), ଝୁଲଣ ଗୋସ୍ବାମୀ, ରାଜଶ୍ବରୀ ଗାଇକଓ୍ବାଡ, ମାନସି ଯୋଶୀ, ପୁନମ ଯାଦବ

ଦ.ଆଫ୍ରିକା: ଲୟରା, ତ୍ରୀଶା ଚେଟି(ଓ୍ବିକେଟକିପର), ଲିଜେଲ ଲି, ମିଗନନ୍‌ ଡୁ ପ୍ରିଜ୍‌, ସୁନେ ଲୁସ୍‌(କ୍ୟାପଟେନ), ମାରିଜାନେ କାପ୍‌, ନାଦିନ ଦେ, ଆୟୋବୋଙ୍ଗା, ଲାରା ଗୁଡାଲ, ନନ୍‌କୁଲୁଲେକୋ, ଶବ୍ନିମ ଇସମାଇଲ

ABOUT THE AUTHOR

...view details