ଓଡିଶା

odisha

ତୃତୀୟ ଦିନରେ ବି ଏକ ଘଣ୍ଟା ବ୍ୟାଟିଂ କରିବାକୁ ଲକ୍ଷ୍ୟ ରଖିଛୁ: ଷ୍ଟୋକ୍ସ

By

Published : Feb 7, 2021, 8:59 AM IST

ଭାରତ-ଇଂଲଣ୍ଡର 2ୟ ଦିନର ଖେଳ ସମାପ୍ତ ପରେ ଇଂଲଣ୍ଡର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ପାଳି ଘୋଷଣା ବିଚାରରେ ନଥିବା କହିଛନ୍ତି । ଭାରତ ବିପକ୍ଷରେ ରନ୍‌ ଅଧିକରୁ ଅଧିକ କରିବାକୁ ଚାହିୁଁଛୁ ।

ତୃତୀୟ ଦିନରେ ବି ଘଣ୍ଟେ ବ୍ୟାଟିଂ କରିବା ପାଇଁ ଲକ୍ଷ୍ୟ ରଖିଛୁ: ଷ୍ଟୋକ୍ସ
ତୃତୀୟ ଦିନରେ ବି ଘଣ୍ଟେ ବ୍ୟାଟିଂ କରିବା ପାଇଁ ଲକ୍ଷ୍ୟ ରଖିଛୁ: ଷ୍ଟୋକ୍ସ

ଚେନ୍ନାଇ: ଭାରତ-ଇଂଲଣ୍ଡର 2ୟ ଦିନର ଖେଳ ସମାପ୍ତ ପରେ ଇଂଲଣ୍ଡର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ପାଳି ଘୋଷଣା ବିଚାରରେ ନଥିବା କହିଛନ୍ତି । ଭାରତ ବିପକ୍ଷରେ ରନ୍‌ ଅଧିକରୁ ଅଧିକ କରିବାକୁ ଚାହିୁଁଛୁ । 3ୟଦିନରେ ଆହୁରି ଘଣ୍ଟାଏ ବ୍ୟାଟିଂ କରିପାରିବୁ ଯଦି ଆମ ପାଇଁ ଭଲ ।

ଦେଖନ୍ତୁ ଭିଡିଓ

ଅଧିନାୟକ ଜୋ ରୁଟଙ୍କ ସହ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ 124ରନ୍‌ ପାର୍ଟନରସିପ୍‌ ଇଂନିସ ଖେଳିଛନ୍ତି । ସେ କହିଛନ୍ତି ଯେ, ଆମେ ବହୁତ ଭଲ ଖେଳିଛୁ । ଏହି ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ଲାଭ ଦେଉଛି ଓ ଏହାର ଭରପୂର ଲାଭ ଉଠେଇଛୁ ।

ଏଥିସହ ଷ୍ଟୋକ୍ସ କହିଛନ୍ତି ଯେ, ଟେଷ୍ଟ ସିରିଜ ଜିତିବାକୁ ବହୁତ ପରିଶ୍ରମ କରିବାକୁ ପଡିବ ।

ପ୍ରଥମ ଟେଷ୍ଟର 2ୟ ଦିନରେ 82ରନ୍‌ କରି ଆଉଟ୍‌ ହୋଇଛନ୍ତି ଷ୍ଟୋକ୍ସ ।

ABOUT THE AUTHOR

...view details