ଓଡିଶା

odisha

ମାତ୍ର 4 ଦିନରେ ପାସପୋର୍ଟ ଭେରିଫିକେସନ, ପ୍ରଶଂସା କଲେ DGP

By

Published : Oct 2, 2021, 11:03 AM IST

Updated : Oct 2, 2021, 12:12 PM IST

ପାସପୋର୍ଟ ଭେରୀଫିକେସନରେ ଓଡ଼ିଶା ପୋଲିସକୁ ଉଲ୍ଲେଖନୀୟ ସଫଳତା । 5-ଟି ଅଧିନକୁ ଅଣାଯାଇ ପ୍ରତି ଥାନାକୁ ଗୋଟିଏ ଲେଖାଏଁ ଟାବଲେଟ ପ୍ରଦାନ ପରେ ଖୁବ୍ କମ୍ ସମୟ ମଧ୍ୟରେ ପାସ ପୋର୍ଟ ଭେରିଫିକେସନ ହୋଇପାରିଛି । ଅଧିକ ପଢନ୍ତୁ...

ମାତ୍ର 4 ଦିନରେ ପାସପୋର୍ଟ ଭେରିଫିକେସନ, ପ୍ରଶଂସା କଲେ DGP
ମାତ୍ର 4 ଦିନରେ ପାସପୋର୍ଟ ଭେରିଫିକେସନ, ପ୍ରଶଂସା କଲେ DGP

କଟକ: ପାସପୋର୍ଟ ଭେରିଫିକେସନରେ ଓଡ଼ିଶା ପୋଲିସକୁ ଉଲ୍ଲେଖନୀୟ ସଫଳତା । ଗତ ଅଗଷ୍ଟ ମାସରେ ପାସ ପୋର୍ଟ ଭେରିଫିକେସନ କାର୍ଯ୍ୟ ମାତ୍ର 6 ଦିନରେ ଶେଷ ହେଉଥିବା ବେଳେ ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧର ୪ ଦିନରେ ଭେରିଫିକେସନ ସମ୍ପର୍ଣ୍ଣ ହୋଇଛି ।

୪ ଦିନରେ ଶେଷ ହେଉଛି ପାସପୋର୍ଟ ଭେରୀଫିକେସନ ପ୍ରକ୍ରିୟା, ପ୍ରଶଂସା କଲେ ଡିଜିପି

2018-19 ମସିହାରେ ପାସ ପୋର୍ଟ ଭେରିଫିକେସନ ପାଇଁ ହାରାହାରି 26 ଦିନ ଲାଗୁଥିଲା । 2020 ମସିହାରେ କୋଭିଡ ସ୍ଥିତି ପାଇଁ ଏହି ଭେରିଫିକେସନ 36 ଦିନ ପର୍ଯ୍ୟନ୍ତ ବିଳମ୍ବିତ ହୋଇଥିଲା । କିନ୍ତୁ ପାସ ପୋର୍ଟ ଭେରିଫିକେସନ କାର୍ଯ୍ୟକୁ 5-ଟି ଅଧିନକୁ ଅଣାଯାଇ ପ୍ରତି ଥାନାକୁ ଗୋଟିଏ ଲେଖାଏଁ ଟାବଲେଟ ପ୍ରଦାନ କରାଯାଇଥିଲା । ଫଳରେ ଏହି କାର୍ଯ୍ୟ ଅତିଶୀଘ୍ର ସମ୍ପର୍ଣ୍ଣ ହେଉଥିବା କହିଛନ୍ତି ଡିଜିପି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 2, 2021, 12:12 PM IST

ABOUT THE AUTHOR

...view details