ଓଡିଶା

odisha

ନୂଆବର୍ଷରେ ନବୀନ ନିବାସ ମନା

By

Published : Dec 31, 2019, 2:19 PM IST

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ । ଆଜି ତାଙ୍କ ଭିଣୋଇ ସନ୍ନି ମେହେତାଙ୍କ ଦେହାନ୍ତ ଯୋଗୁଁ ନୂଆବର୍ଷ ପାଳିବେ ନାହିଁ ନବୀନ ପଟ୍ଟନାୟକ ।

Naveen to be not celebrates new year
ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏଥର ନୂଆବର୍ଷ ପାଳିବ ନାହିଁ ମୁଖ୍ୟମନ୍ତ୍ରୀ । ଭିଣେଇ ସନ୍ନି ମେହେତାଙ୍କ ଦେହାନ୍ତ ଯୋଗୁଁ ଶୋକ ପାଳୁଛନ୍ତି ନବୀନ ପଟ୍ଟନାୟକ । ଶୁଭେଚ୍ଛା ପାଇଁ ନବୀନ ନିବାସ ନ ଆସିବାକୁ କଲେ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details