ଓଡିଶା

odisha

ରାଜ୍ୟରେ 24 ଘଣ୍ଟାରେ 11347 ଆକ୍ରାନ୍ତ ସୁସ୍ଥ

By

Published : Jun 4, 2021, 8:08 PM IST

ରାଜ୍ୟରେ 24 ଘଣ୍ଟାରେ 11347 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 724402 ରୋଗୀ ସୁସ୍ଥ ହେଲେଣି । ଅଧିକ ପଢନ୍ତୁ...

ରାଜ୍ୟରେ 24 ଘଣ୍ଟାରେ 11347 ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ 24 ଘଣ୍ଟାରେ 11347 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର:ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ 24 ଘଣ୍ଟାରେ 11347 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 724402 ରୋଗୀ ସୁସ୍ଥ ହେଲେଣି ।

ରାଜ୍ୟରେ 24 ଘଣ୍ଟାରେ 11347 ଆକ୍ରାନ୍ତ ସୁସ୍ଥ

ଖୋର୍ଦ୍ଧାରୁ 1801,ଅନୁଗୋଳରୁ 1060,ଢେଙ୍କାନାଳରୁ 1009, ସୁନ୍ଦରଗଡରୁ 697, ନୂଆପଡାରୁ 66, ଝାରସୁଗୁଡାରୁ 187, ବଲାଙ୍ଗିରରୁ 141, ପୁରୀରୁ 263, ବରଗଡରୁ 249, ସମ୍ବଲପୁରରୁ 318, କଟକରୁ 967, କଳାହାଣ୍ଡିରୁ 349, ଗଞ୍ଜାମରୁ 150, ବାଲେଶ୍ବରରୁ 284, ରାୟଗଡାରୁ 234, ମୟୂରଭଞ୍ଜରୁ 28, ନୟାଗଡ଼ରୁ 408, ଯାଜପୁରରୁ 315, ଭଦ୍ରକରୁ 454, କେନ୍ଦ୍ରାପଡାରୁ 486, ସୋନପୁରରୁ 106, କେନ୍ଦୁଝରରୁ 12, କୋରାପୁଟରୁ 210, ଜଗତସିଂହପୁରରୁ 200, ନବରଙ୍ଗପୁରରୁ 284, ବୌଦ୍ଧରୁ 345, କନ୍ଧମାଳରୁ 109, ଦେବଗଡରୁ 73, ଗଜପତିରୁ 92, ମାଲକାନଗିରିରୁ 113 ଏବଂ ଷ୍ଟେଟ ପୋଲରୁ 337 ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ 24 ଘଣ୍ଟାରେ 11347 ଆକ୍ରାନ୍ତ ସୁସ୍ଥ

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details