ଓଡିଶା

odisha

ଡ୍ରଗ୍ସ ପେଡଲର ରୋହନ ତଲୱାର କୋରୋନା ପଜିଟିଭ

By

Published : Sep 20, 2020, 10:10 AM IST

ଡ୍ରଗ୍ସ ମାମଲାରେ ରୋହନକୁ ମୁମ୍ବାଇରୁ ଗିରଫ କରାଯାଇଥିଲା । ଶନିବାର ରୋହନର କୋରୋନା ରିପୋର୍ଟ ପଜିଟିଭ ଜଣାପଡିବା ପରେ ତାକୁ ଜେଜେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଡ୍ରଗ୍ସ ପେଡଲର ରୋହନ ତଲୱାର କୋରୋନା ପଜିଟିଭ
ଡ୍ରଗ୍ସ ପେଡଲର ରୋହନ ତଲୱାର କୋରୋନା ପଜିଟିଭ

ମୁମ୍ବାଇ: ଡ୍ରଗ୍ସ ପେଡଲର ରୋହନ ତଲୱାର କୋରୋନା ପଜିଟିଭ । ଡ୍ରଗ୍ସ ମାମଲାରେ ରୋହନକୁ ମୁମ୍ବାଇରୁ ଗିରଫ କରାଯାଇଥିଲା । ଶନିବାର ରୋହନର ରିପୋର୍ଟ ପଜିଟିଭ ଜଣାପଡିବା ପରେ ତାକୁ ଜେଜେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ମୁମ୍ବାଇରେ ଡ୍ରଗ ଯୋଗାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ତାଲୱାରଙ୍କୁ ଗିରଫ କରିଥିଲା।

ଏହାପୂର୍ବରୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଏକ ଡ୍ରଗ୍ ମାମଲା ଯାଞ୍ଚ କରୁଥିବା ଏନସିବି ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) ର ଜଣେ ସଦସ୍ୟ କୋଭିଡ ଆକ୍ରାନ୍ତ ଜଣାପଡିଥିଲା ।

@ANI

ABOUT THE AUTHOR

...view details