ଓଡିଶା

odisha

ଚାନ୍ଦିପୁରରେ Akash Prime ମିସାଇଲର ସଫଳ ପରୀକ୍ଷଣ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

By

Published : Sep 27, 2021, 7:36 PM IST

Updated : Sep 27, 2021, 10:48 PM IST

ଓଡିଶାର ଚାନ୍ଦିପୁର ITR ଟେଷ୍ଟିଂ ରେଞ୍ଜରେ ଆକାଶ ମିସାଇଲର ନୂଆ ଭର୍ସନକୁ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିବା ନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ପକ୍ଷରୁ ଦିଆଯାଇଛି ସୂଚନା । ଅଧିକ ପଢନ୍ତୁ...

ଚାନ୍ଦିପୁରରେ Akash Prime ମିସାଇଲର ସଫଳ ପରୀକ୍ଷଣ
ଚାନ୍ଦିପୁରରେ Akash Prime ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ବର:ଆକାଶ ମିସାଇଲର ନୂଆ ସଂସ୍କରଣ 'ଆକାଶ ପ୍ରାଇମ' (Akash Prime)ର ହୋଇଛି ସଫଳ ପରୀକ୍ଷଣ । ଓଡିଶାର ଚାନ୍ଦିପୁର ITR ଟେଷ୍ଟିଂ ରେଞ୍ଜରେ ଆକାଶ ମିସାଇଲକୁ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିବା ନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ(DRDO) ପକ୍ଷରୁ ଦିଆଯାଇଛି ସୂଚନା ।

ଏହି ମିସାଇଲ୍ ମଝିଆକାଶରେ ଟାର୍ଗେଟକୁ ହିଟ୍ କରିଛି । ଏକ ମାନବବିହୀନ ଡ୍ରୋନକୁ ଲକ୍ଷ୍ୟଭେଦ କରିଥିବା ସୂଚନା ରହିଛି ।

ଆକାଶର ସଫଳ ପରୀକ୍ଷଣ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 27, 2021, 10:48 PM IST

ABOUT THE AUTHOR

...view details