ହାଇଦ୍ରାବାଦ:ବଜାରରେ ଅନେକ ପ୍ରକାରର ଗେମିଂ ସ୍ମାର୍ଟଫୋନ ବିକ୍ରି ହେଉଛି । ହେଲେ ଆପଣ ପାଇଁ କେଉଁଟା ବେଷ୍ଟ ଅପସନ ? ନିଜ ଆବଶ୍ୟକତା ଅନୁସାରେ ଏକ ସଠିକ ଗେମିଂ ସ୍ମାର୍ଟଫୋନ କିଣିବା ଗ୍ରାହକଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଯାଏ । ଯଦି ଆପଣ ବଜେଟ ଭିତରେ ଏକ ଭଲ ଗେମିଂ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଠିକ ସ୍ଥାନରେ ପହଞ୍ଚିଛନ୍ତି । ଆମେ ଆପଣଙ୍କୁ 25ହଜାର ଟଙ୍କା ଭିତରେ ବେଷ୍ଟ ଗେମିଂ ସ୍ମାର୍ଟଫୋନ ବିଷୟରେ ଆଜି କହିବୁ ।
1. Infinix GT 20 Pro
- RAM ଷ୍ଟୋରେଜ: 8GB RAM/256GB ଇଣ୍ଟରନାଲ ଷ୍ଟୋରେଜ
- ଡିସପ୍ଲେ: 6.78 ଇଞ୍ଚର ଫୁଲ୍ HD+ LTPS AMOLED ଡିସପ୍ଲେ
- ଡିସପ୍ଲେ ଫିଚର: 1300 ନିଟସରୁ ଅଧିକ ବ୍ରାଇଟନେସ ଓ 144Hz ରିଫ୍ରେସ ରେଟ୍
- ପ୍ରୋସେସର: ମିଡିଆଟିକ୍ ଡାଇମେନସିଟି 8200 ଅଲ୍ଟିମେଟ ଚିପସେଟ୍
- ଗ୍ରାଫିକ୍ସ: G610-MC6 ଚିପସେଟ୍
- ଗେମିଂ ଫିଚର୍ସ: ଡେଡିକେଟେଡ ଗେମିଂ ଡିସପ୍ଲେ ଚିପ, Pixelworks X5 Turbo
- ବ୍ୟାଟେରୀ: 5,000mAh ବ୍ୟାଟେରୀ, 45W ଆଡପ୍ଟର ସହିତ ଫାଷ୍ଟ ଚାର୍ଜିଂ
- ଆଣ୍ଡ୍ରଏଡ ଓଏସ: Android 14 OS, Infinixର XOS 14
2. Vivo T3 Pro
- ଡିସପ୍ଲେ: 6.77 ଇଞ୍ଚର Full HD+ 3D କଭର୍ଡ AMOLED ଡିସପ୍ଲେ
- ଡିସପ୍ଲେ ଫିଚର: 4,500 ନିଟ୍ସ ବ୍ରାଇଟନେସ ଓ 120Hz ରିଫ୍ରେସ ରେଟ୍
- ପ୍ରୋସେସର: କ୍ବାଲକମ୍ ସ୍ନାପଡ୍ରାଗନ 7 ଜେନ 3 SoC
- ଗ୍ରାଫିକ୍ସ ପ୍ରୋସେସର: ଏଡ୍ରେନୋ 720 GPU
- ଷ୍ଟୋରେଜ: 8GB LPDDR4x ର୍ୟାମ ଓ 256GB ଇଣ୍ଟରନାଲ ଷ୍ଟୋରେଜ
- ବ୍ୟାଟେରୀ/ଚାର୍ଜିଂ: 5,500mAh ବ୍ୟାଟେରୀ ଓ 80W ଫାଷ୍ଟ ଚାର୍ଜିଂ ସପୋର୍ଟ
- ଓଏସ: Android 14 ଓ Vivoର FunTouch OS 14