ETV Bharat / photos
ଓଡ଼ିଶା ଟ୍ରାକରେ ଗଡ଼ିଲା ଆଉ ୩ ବନ୍ଦେ ଭାରତ ଏକ୍ସପ୍ରେସ, ଦେଖନ୍ତୁ ଫଟୋ - Vande Bharat Express - VANDE BHARAT EXPRESS

ଓଡ଼ିଶାକୁ ମିଳିଛି ଆଉ ୩ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଭିସି ଯୋଗେ ଶୁଭାରମ୍ଭ କରିଛନ୍ତି । (Ministry Of Railways)
ଶୁଭାରମ୍ଭ ସମୟରେ ବନ୍ଦେ ଭାରତ ଏକ୍ପପ୍ରେସ ସହ ଫଟୋ ଉଠାଇଲେ ସମ୍ବଲପୁରୀ ନୃତ୍ୟଶିଳ୍ପୀ । (Ministry Of Railways)ଶୁଭାରମ୍ଭ ବେଳେ ପାରମ୍ପରିକ କାର୍ଯ୍ୟକ୍ରମର ଆୟୋଜନ । ଫଟୋ ଉଠାଇଲେ ଓଡ଼ିଶୀ ନୃତ୍ୟଶିଳ୍ପୀ । (Ministry Of Railways)ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି । ନୂଆ ଏକ୍ସପ୍ରେସ ଟ୍ରେନର ସୁସଜ୍ଜିତ ଫଟୋ । (Ministry Of Railways)ସବୁଜା ପତାକା ଦେଖାଇ ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । (Ministry Of Railways)ଝାଡଖଣ୍ଡରେ ବନ୍ଦେ ଭାରତ ଏକ୍ପପ୍ରେସ ଭିତରେ ଫଟୋ ଉଠାଇଲେ ଛାତ୍ରଛାତ୍ରୀ । (Ministry Of Railways) Last Updated : Sep 15, 2024, 12:43 PM IST