ଦେଶୀ ଅନ୍ଦାଜରେ ମୃଣାଲ ଠାକୁର, ଫଟୋରୁ ହଟୁନି ନଜର - ମୃଣାଲ ଠାକୁରଙ୍କ ଲାଟେଷ୍ଟ ଫଟୋ
![](https://etvbharatimages.akamaized.net/etvbharat/prod-images/25-01-2024/1200-675-20587854-thumbnail-16x9-image.jpg)
Mrunal Thakur Pics : ଟିଭି ଦୁନିଆରୁ ଯାତ୍ରା କରିଥିବା ଅଭିନେତ୍ରୀ ମୃଣାଲ ଠାକୁର ଏବେ ସାଉଥ ଏବଂ ବଲିଉଡରେ ରାଜ୍ କରୁଛନ୍ତି । କେବଳ ଅଭିନୟ ନୁହଁ ଫ୍ୟାଶନ ପାଇଁ ବି ଲାଇମଲାଇଟରେ ରୁହନ୍ତି ଅଭିନେତ୍ରୀ । ବର୍ତ୍ତମାନ ମୃଣାଲଙ୍କ ଲାଟେଷ୍ଟ ଫଟୋ ସାମ୍ନାକୁ ଆସିଛି । ଯେଉଁତିରେ ସେ ଖୁବ ଗର୍ଜିୟସ ଲୁକରେ ନଜର ଆସିଛନ୍ତି । ନଜର ପକାନ୍ତୁ ଅଭିନେତ୍ରୀଙ୍କ ଏହି ଫଟୋ ଉପରେ,
Published : Jan 25, 2024, 11:30 AM IST