thumbnail

By

Published : May 30, 2022, 1:59 PM IST

ETV Bharat / Videos

ଦେଖନ୍ତୁ ମୁସେୱାଲାଙ୍କ ଗାଡିକୁ କେମିତି ପିଛା କରୁଥିଲେ ଦୁର୍ବୃତ୍ତ

ଚଣ୍ଡିଗଡ଼: ପଞ୍ଜାବର କଂଗ୍ରେସ ନେତା ତଥା ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଓ୍ବାଲା(Sidhu Moosewala's murder)ଙ୍କ ହତ୍ୟା ଘଟଣା । ସିଦ୍ଧୁ ମୁସେଓ୍ବାଲାଙ୍କ ମୃତ୍ୟୁ ନେଇ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି । ତେବେ ସିଦ୍ଧୁ ମୁସେଓ୍ବାଲାଙ୍କୁ ମାନସାର ଜବାହରକେ ଗାଁ(Jawaharke village of Mansa) ରେ ଗୁଳି କରାଯାଇଥିଲା । ତେବେ ଗୁଳିକାଣ୍ତ ସମୟର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗୁଳକାଣ୍ତ ଶବ୍ଦରେ ଫାଟି ପଡିଥିଲା ପୁରା ଅଞ୍ଚଳ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.