ଧୁମହୀନ ଚୁଲା ପ୍ରସ୍ତୁତ କରି ସ୍ବାବଲମ୍ବୀ ଶୁଭ୍ରାରାଣୀ, କହିଲେ ତାଙ୍କ ସଫଳତାର ରାଜ - ଜଗତସିଂହପୁର ଶୁଭ୍ରରାଣୀଙ୍କ ସଫଳତାର କାହାଣୀ

🎬 Watch Now: Feature Video

thumbnail

By

Published : Mar 8, 2022, 10:21 PM IST

Updated : Feb 3, 2023, 8:19 PM IST

ଜଗତସିଂହପୁର: ଜଗତସିଂହପୁର ସହର ଉପକଣ୍ଠ ତରଡାପଡା ଗ୍ରାମର ଶୁଭ୍ରାରାଣୀ ମହାନ୍ତି । ଶ୍ରୀ ଧୁମହୀନ ଚୁଲା ଶିଳ୍ପ ପ୍ରତିଷ୍ଠା କରି ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ୧୫ରୁ ଅଧିକ ମହିଳାଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇ ପାରିଛନ୍ତି । ସାଧାରଣ ଗୃହିଣୀରୁ ଅସାଧାରଣ ପ୍ରତିଭା ପାଲଟିଛନ୍ତି । ଏଥିପାଇଁ ସେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏଭଳି ବ୍ୟକ୍ତିତ୍ବ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭ୍ରାରାଣୀଙ୍କ ସଫଳତାକୁ ନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଜଗତସିଂହପୁର ସମ୍ବାଦଦାତା ସୁଶାନ୍ତ କୁମାର ପାତ୍ର ।
Last Updated : Feb 3, 2023, 8:19 PM IST

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.