thumbnail

By

Published : Feb 13, 2021, 8:23 PM IST

ETV Bharat / Videos

ରାଜ୍ୟ ବିକାଶ କାର୍ଯ୍ୟରେ ସରକାରଙ୍କୁ ବିଜେପି ସହଯୋଗ କରିବ: ସମୀର ମହାନ୍ତି

ଇଟିଭି ଭାରତ ଓଡିଶା ‘ଡିଜିଟାଲ ଡାଇଲଗ’ରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । କୋଟିଆରୁ କଳାହାଣ୍ଡି ଯାଏଁ ରଖିଲେ ବଡ ମନ୍ତବ୍ୟ । କୋଟିଆ ପ୍ରସଙ୍ଗରେ ରଖିଲେ ବାସ୍ତବ ସ୍ଥିତି । ରାଜ୍ୟର ବିକାଶ ପାଇଁ ବିଜେପି ସବୁବେଳେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବ ବୋଲି ଦେଲେ ପ୍ରତିଶୃତି । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ କାମ କରୁଛି । ରାଜ୍ୟବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ରକ୍ଷା ପାଇଁ ଦଳ ସଜାଗ ସତର୍କ ଓ ସମ୍ବେଦନଶୀଳ ଥିବା କହିଛନ୍ତି ସମୀର । ସେହିପରି ରାଜ୍ୟ ସୀମା ଜଗିବାକୁ ସ୍ବତନ୍ତ୍ର ସେଲ ଗଠନ କରିବାକୁ କଲେ ଘୋଷଣା । କିଭଳି କେମିତି ରାଜ୍ୟରେ କ୍ଷମତାକୁ ଫେରିବ ଦଳ କହିଲେ ରଣନୀତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.