thumbnail

By

Published : Nov 18, 2019, 3:36 PM IST

ETV Bharat / Videos

ମୃତ୍ୟୁପରେ ବି ଛାଡିଲେନି; ବେଆଇନ ଭାବେ ତାଡିନେଲେ ଆଖି !

ଭଦ୍ରକ: ସରଳତାର ସୁଯୋଗ ନେଇ ମୃତ୍ୟୁ ପରେ ବି ଛାଡିଲେ ନାହିଁ । ପରିବାର ଲୋକଙ୍କ ବିନା ଅନୁମତିରେ ମୃତ ବ୍ୟକ୍ତିଙ୍କ ତାଡିନେଲେ ଆଖି । ଏତିକିରେ ସରିଲା ନାହିଁ ନିର୍ଯାତନା । ମୃତଦେହ ବ୍ୟବଚ୍ଛେଦ ପାଇଁ ଲାଞ୍ଚ ନେଲେ  ଏହାସହ ଶବ ବାହକ ଗାଡି ବାବଦକୁ ଲୁଟିଲେ 4 ହଜାର 5ଶହ ଟଙ୍କା । ଏମିତି ଏକ ଭୟଙ୍କର ଛାତିଥରା ଘଟଣା ଏବେ ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଘଟଣା ଘଟିଛି ରାଜ୍ୟର ସର୍ବମାନ୍ୟ କଟକ ବଡ ମେଡିକାଲରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.