thumbnail

By

Published : Jun 4, 2021, 10:34 AM IST

ETV Bharat / Videos

‘ସଲମାନଙ୍କୁ ଘୃଣା କରୁଛି ବଲିଉଡ’

ମୁମ୍ବାଇ: ଦିନିକୁ ଦିନ ବଢିଚାଲିଛି ସୁପରଷ୍ଟାର ସଲମାନ ଖାନ ଓ ପ୍ରଯୋଜକ କମାର ଆର ଖାନଙ୍କ ବିବାଦ । ନିକଟରେ ସଲମାନ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିବା ପରଠୁ ଏହି ବିବାଦ ବଡ ପ୍ରସଙ୍ଗ ସାଜିଛି । ଯାହା ପରଠୁ ସଲମାନଙ୍କ ବିରୋଧରେ ଟ୍ବିଟ ଉପରେ ଟ୍ବିଟ କରିବାରେ ଲାଗିଛନ୍ତି କେଆରରେ । ସେହିପରି ନିକଟରେ ଏକ ଟ୍ବିଟରେ କେଆରକେ ଲେଖିଥିଲେ, ‘ତୁମେ କିପରି ବଲିଉଡର ମାଲିକ ଯେ ତୁମ ସମର୍ଥନରେ ଏଯାବତ କେହି ସାମ୍ନାକୁ ଆସିନାହାଁନ୍ତି । ଯେଉଁଥି ପାଇଁ ଅନ୍ୟମାନଙ୍କୁ ନିଜର ସମର୍ଥକ କରିବାକୁ ତୁମେ ବାଧ୍ୟ ହେଉଛ ।’

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.