ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସଭାରେ ପଶିଗଲା ଷଣ୍ଢ: ବିଜେପିକୁ ଦାୟୀ କଲା ଦଳ

By

Published : Nov 29, 2022, 10:07 PM IST

Updated : Feb 3, 2023, 8:34 PM IST

thumbnail
ହାଇଦ୍ରାବାଦ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସଭାରେ ପଶିଗଲା ଷଣ୍ଢ (bull in Rajasthan Chief Ministers meeting)। ସଭାକୁ ଆସିଥିବା କର୍ମୀ ଭୟରେ ଏଣେ ତେଣେ ଦୌଡିଲେ । ଷଣ୍ଢଟି ମଧ୍ଯ ବାହାରିବାକୁ ବାଟ ନପାଇ ବେଶ କିଛି ସମୟ ଧରି ସଭାସ୍ଥଳରେ ଏଣେ ତେଣେ ଧାଇଁଥିଲା । ରାଜସ୍ଥାନର ମହେସାଣାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କର ସଭାରେ ଏପରି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ହେଲେ ଆଶ୍ଚର୍ଯ୍ୟର କଥା ଦଳ ଏଥିପାଇଁ ବିଜେପିକୁ ଦାୟୀ କରିଛି । ସଭା ଭଣ୍ଡୁର କରିବା ପାଇଁ ଭାରତୀୟ ଜନତା ପାର୍ଟି ଷଣ୍ଢ ପୁରାଇଥିବା ଦଳ ଅଭିଯୋଗ କରିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.