୪ ଗୋଡରେ ଡେଇଁ ଡେଇଁ ଯୁବକଙ୍କୁ ଆକ୍ରମଣ କଲା କୁମ୍ଭୀର - ଦୌଡିଲା ସରୀସୃପ
🎬 Watch Now: Feature Video
ଆପଣ ମାନେ ଜାଣନ୍ତି କି ସରୀସୃପ ଭୂମିରେ ଘୁଷୁଡ଼ି ଘୁଷୁଡ଼ି ଚଳପ୍ରଚଳ କରେ । ଏହାରି ମଧ୍ୟରେ କୁମ୍ଭୀର ମଧ୍ୟ ଅନ୍ତର୍ଭୁକ୍ତ । ହେଲେ ଆପଣ କେବେ କୌଣସି କୁମ୍ଭୀରକୁ ଦୌଡ଼ିଥିବା ଦେଖିନଥିବେ କି ଶୁଣି ମଧ୍ୟ ନଥିବେ । ମାତ୍ର ବିସ୍ମୟକର ଘଟଣା ଏକ କୁମ୍ଭୀର ୪ଟି ଗୋଡ଼ରେ ୨ କଦମ୍ ଦୌଡୁଥିବା ଏକ ଭିଡ଼଼ିଓରେ ଦେଖିବାକୁ ମିଳିଛି । ସରୀସୃପ ହୋଇ ମଧ୍ୟ ମାଟିରେ ଘୁଷୁଡ଼ିବା ପରିବର୍ତ୍ତେ ଏହି ଜୀବଟି ଦୌଡୁଛି ।
Last Updated : Feb 3, 2023, 8:27 PM IST