Municipal Election: ପ୍ରଚାରରେ କମ୍ପୁଛି ଭବାନୀପାଟଣା ସହର - ଭବାନୀପାଟଣା ପୌର ନିର୍ବାଚନ ପ୍ରଚାର ଖବର
🎬 Watch Now: Feature Video
ଭବାନୀପାଟଣା: ପୌର ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ହେବାରେ ଲାଗିଲାଣି । ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ପୌର ଗଡ଼ ଦଖଲ କରିବା ପାଇଁ ଲାଗି ପଡିଛନ୍ତି ଦଳୀୟ ନେତା ଓ ପ୍ରାର୍ଥୀ । କଳାହାଣ୍ଡି ଜିଲ୍ଲା ଭାବନୀପାଟଣା ପୌର ପରିଷଦରେ ମଧ୍ୟ ଜୋରସୋର ପ୍ରଚାର-ପ୍ରସାର ଚାଲିଛି । ଚଳିତ ଥର ପ୍ରଥମ ଥର ପାଇଁ ଭବାନୀପାଟଣା ପୌର ପରିଷଦରେ ପ୍ରତ୍ୟେକ୍ଷରେ ଅଧ୍ୟକ୍ଷା ନିର୍ବାଚନ ହେଉ ଥିବାବେଳେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST