thumbnail

By

Published : Dec 20, 2019, 1:01 PM IST

ETV Bharat / Videos

ଅଜଗର-ଚିତାବାଘ ଲଢେଇର ବିରଳ ଦୃଶ୍ୟ, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ବିଶାଳକାୟ ଅଜଗର ଏବଂ ଚିତାବାଘ ଲଢେଇର ବିରଳ ଦୃଶ୍ୟ। ଏହି ଦୁଇ ବନ୍ୟପ୍ରାଣୀଙ୍କ ମଧ୍ୟରେ ହୋଇଥିବା ଲଢେଇର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଲୋମ ଲୋମ ଟାଙ୍କୁରୀ ଉଠିବ। ଏହି ଭିଡିଓରେ ଏକ ବିଶାଳ ଅଜଗର ଏକ ଚିତାବାଘକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଏହାପରେ ଉଭୟଙ୍କ ମଧ୍ୟର ହୋଇଥିବା ଲଢେଉ ଜୋରଦାର ହେଉଛି। ଶେଷରେ ଏହି ଲଢେଇରେ ଚିତାବାଘର ବିଜୟ ହେଉଛି। ଏହି ଭିଡିଓକୁ ମାଇକ ୱାଲଟନ ନାମକ ଜଣେ ପର୍ଯ୍ୟଟକ ସେୟାର କରିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.