ବିବାହ ସହ ଚାଲିଛି ନିଆଁ ପୁଆଁ, ଦେଖନ୍ତୁ ଭିଡିଓ... - ଜୁଜୁରାଟରେ ଶୀତର ଲହରୀ
🎬 Watch Now: Feature Video
ଗାନ୍ଧୀନଗର: ଗୋଟିଏ ପଟେ ବିବାହ ଚାଲିଛି। ଆଉ ଅନ୍ୟ ପଟେ ଲୋକେ ନିଆଁ ପୁଇଁ ହେଉଛନ୍ତି। ମକର ସଂକ୍ରାନ୍ତି ପରେ ଶୀତର ପ୍ରକୋପ ଆହୁରି ବଢି ଯାଇଛି। ଫଳରେ ଶୀତରୁ ବଞ୍ଚିବା ପାଇଁ ବିବାହକୁ ଆସିଥିବା ଅତିଥି ସ୍ଥାନେ ସ୍ଥାନେ ଏକତ୍ରୀତ ହୋଇ ନିଆଁ ପୁଇଁ ହେଉଛନ୍ତି। ଏହା ଦେଖିବାକୁ ଯେତିକି କୌତୁହଳ ଲାଗୁଛି ସେତିକି ଆଶ୍ଚର୍ଯ୍ୟ ମଧ୍ୟ। ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟରେ।