Lok Sabha: ସଂସଦରେ ଉଠିଲା ବିବାଦୀୟ ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗ

By

Published : Mar 31, 2022, 4:28 PM IST

Updated : Feb 3, 2023, 8:21 PM IST

thumbnail
ନୂଆଦିଲ୍ଲୀ: ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ ସଂସଦରେ ପହଞ୍ଚିଛି । ଆଜି ଏହି ବିବାଦୀୟ ପ୍ରସଙ୍ଗକୁ ଲୋକସଭାର ଶୂନ୍ୟକାଳରେ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଏହି ପ୍ରସଙ୍ଗ ଉଠାଇ କିଭଳି ଆଇନ ଉଲ୍ଲଙ୍ଘନ କରି ମନ୍ଦିର ଚତୁପାର୍ଶ୍ବରେ ସରକାର ଖନନ କରୁଛନ୍ତି । ଯାହା ମନ୍ଦିର ପାଇଁ ବିପଦ ଆଣିପାରେ ବୋଲି ଅପରାଜିତା କହିଛନ୍ତି । ଏହାସହ ଜଗନ୍ନାଥ ମନ୍ଦିରର ସୁରକ୍ଷା ଓଡିଆ ଜାତିର ଭାବାବେଗକୁ ସମ୍ମାନ ଜଣାଇ ସଂସ୍କୃତି ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡିଛନ୍ତି ଅପରାଜିତା ।
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.