ଓଡିଶାକୁ ଇତିହାସରେ ସର୍ବାଧିକ ବଜେଟ ମିଳିଛି: ରେଳମନ୍ତ୍ରୀ - ରାଜ୍ୟକୁ ରେଳ ବଜେଟ ମିଳିବା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ମନ୍ତବ୍ୟ
🎬 Watch Now: Feature Video
ଓଡିଶାକୁ ଇତିହାସରେ ସର୍ବାଧିକ ରେଳ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂ୍ର୍ବରୁ ମିଳୁଥିବା ବଜେଟ ତୁଳାନରେ ଚଳିତ ବର୍ଷ 10 ପ୍ରତିଶତ ଅଧିକ ଅନୁଦାନ ମିଳିଛି । ରେଳ ବଜେଟ ଆସିବା ପରେ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦେଖନ୍ତୁ ଆଉ କଣ କହିଛନ୍ତି ରେଳମନ୍ତ୍ରୀ ...