thumbnail

By

Published : Nov 26, 2020, 5:53 PM IST

ETV Bharat / Videos

EXCLUSIVE: 26/11 ଆକ୍ରମଣରେ NSG କମାଣ୍ଡୋଙ୍କ ନେତୃତ୍ବ ନେଇଥିଲେ ବ୍ରିଗେଡିୟର୍ ଗୋବିନ୍ଦ ସିଂ

ହାଇଦ୍ରାବାଦ: 26 ନଭେମ୍ବର 2008 ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦେଶ କେବେବି ଭୁଲିବ ନାହିଁ । ଆକ୍ରମଣରେ 6 ଜଣ ବିଦେଶୀ ନାଗରିକଙ୍କ ସମେତ 166 ଜଣଙ୍କର ମୃତ୍ୟୁ ଘଟିଥିଲା ​ । ହିମାଞ୍ଚଳର ଶିମଲା ଜିଲ୍ଲାର ବ୍ରିଗେଡିୟର୍ ଗୋବିନ୍ଦ ସିଂ ସିସୋଦିଆ 26/11 ଆକ୍ରମଣରେ ଭାରତୀୟ ଏନଏସଜି କମାଣ୍ଡୋଙ୍କ ନେତୃତ୍ବ ନେଇଥିଲେ ଏବଂ 60 ଘଣ୍ଟା ମଧ୍ୟରେ ଏହି ଅପରେସନ୍ ସମାପ୍ତ କରିଥିବାରୁ ସେନା ଦ୍ବାରା ତାଙ୍କୁ ସମ୍ମାନିତ ସେନା ପଦକ ପ୍ରଦାନ କରାଯାଇଥିଲା । ତେବେ 26/11 ବାର୍ଷିକୀରେ ବ୍ରିଗେଡିୟର୍ ଗୋବିନ୍ଦ ସିଂ ସିସୋଦିଆ ଇଟିଭି ଭାରତ ସହିତ ଏକ ବିଶେଷ ବାର୍ତ୍ତାଳାପରେ କହିଛନ୍ତି, ଆକ୍ରମଣକୁ 12 ବର୍ଷର ପୁରିଛି ଏବଂ ଆଜି ଦେଶ ଦୃଢ ହାତରେ ଅଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.