ETV Bharat / sukhibhava

ଶୁଷ୍କ ହୋଇଯାଉଛି କି ତ୍ବଚା, ଏପରି କରନ୍ତୁ ଉପଚାର - କେଶର ଯତ୍ନ

ପ୍ରତ୍ୟେକ ବ୍ୟକ୍ତି ଚର୍ମ ସଂକ୍ରାନ୍ତୀୟ ସମସ୍ୟାକୁ ନେଇ ଚିନ୍ତିତ ଥାଆନ୍ତି । ବର୍ତ୍ତମାନ ଶୀତଋତୁ ଚାଲିଥିବାରୁ ଏହି ସମସ୍ୟା ଅଧିକ ସୃଷ୍ଟି ହୋଇଛି । ତେବେ ଜାଣନ୍ତୁ ଚର୍ମକୁ ସୁସ୍ଥ ରଖିବା ପାଇଁ କଣ କରିବେ ।

skincare tips
skincare tips
author img

By

Published : Dec 19, 2022, 12:40 PM IST

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ଶୀତ ଋତୁ । ଆଉ ଏହି ଋତୁରେ ଶୁଷ୍କ ତ୍ବଚା ଏବଂ ରୂପି ହେବା ଏକ ସାଧାରଣ ସମସ୍ୟା । ଅନ୍ୟ ଋତୁରେ ତ୍ବଚାର ଯତ୍ନ ଯେତେ ସହଜ ଓ ସୁବିଧାଜନକ ଶୀତ ଦିନେ ଏହା ସେତିକି ଜଟିଳ । କାରଣ ଶୀତ ଦିନରେ ତ୍ବଚା ଜଲଦି ଶୁଷ୍କ ହେବା ସହ ଟାଇଟ ଓ ହାଲକା ଆସ୍ତରଣଯୁକ୍ତ ହୋଇଯାଏ । ଏହାକୁ ପୋଷଣଯୁକ୍ତ, ଚିକ୍କଣ ଓ ଜୀବନ୍ତ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ସହ ତ୍ବଚାର ଯତ୍ନ ନେବା ଆବଶ୍ୟକ ।

ତ୍ବଚାର ଯତ୍ନ:

୧. ଶୀତଦିନେ ଅଧିକ ସୂର୍ଯ୍ୟକିରଣରେ ରୁହନ୍ତୁ ନାହିଁ । ନଚେତ ଆଲର୍ଜି ହୋଇପାରେ ।

୨. ଶୀତଦିନେ ଅଧିକ ଗରମ କିମ୍ବା ଥଣ୍ଡା ପାଣି ଗାଧାନ୍ତୁ ନାହିଁ । ପାଣିକୁ ଟିକେ ଉଷୁମ କରି ଗାଧାନ୍ତୁ । ସନସ୍କ୍ରିନ ଲଗାଇ ଥଲେ ବନ୍ଦ କରନ୍ତୁ ନାହିଁ ।

୩. ଗାଧୋଇକି ଆସିଲା ପରେ ମଶ୍ଚରାଇଜର ବ୍ୟବହାର କରନ୍ତୁ । ପ୍ରଥମେ ଗାଧୋଇକି ଆସିଲା ପରେ ଏକ ସଫା ଗାମୁଛାରେ ପୋଛି ହୋଇ ମଶ୍ଚରାଇଜର ବ୍ୟବହାର କରନ୍ତୁ । ଏହା ଦ୍ବାରା ତ୍ବଚା ରୁକ୍ଷ ହେବନାହିଁ ।

୪. ଶୀତ ବସ୍ତ୍ର ବ୍ୟବହାର କରନ୍ତୁ ।

୫. ଶୀତଋତୁରେ କେବଳ ଗ୍ଲିସୋରିନ ଯୁକ୍ତ ସାବୁନ ବ୍ୟବହାର କରନ୍ତୁ ।

୬. ଯଦି ଶରୀର ଅତ୍ୟଧିକ ଶୁଷ୍କ ହୋଇଯାଉଛି ତାହେଲେ ଅଧିକ ମାତ୍ରାରେ ମଶ୍ଚରାଇଜର ବ୍ୟବହାର କରନ୍ତୁ ।

.ଶୀତଦିନେ ସାଲିସିଲିକ୍ ଏସିଡ୍ ଏବଂ ଗ୍ଲାଇକୋଲିକ୍ ଏସିଡ୍ ବିହୀନ ଫେସଓ୍ବାସ ବ୍ୟବହାର କରନ୍ତୁ ।

୮. ପ୍ରଚୁର ପାଣି ପିଅନ୍ତୁ ।

୯. ଚିନ୍ତାରୁ ଦୂରେଇ ରୁହନ୍ତୁ ।

୧୦. ଖରାପ ଅଭ୍ୟାସରୁ ନିବୃତ୍ତ ରୁହନ୍ତୁ । ସିଗାରେଟ ଦ୍ବାରା ତ୍ବଚା ଶୁଷ୍କ ହୋଇଯାଇଥାଏ ।

କେଶର ଯତ୍ନ:

ରୂପି ଶୀତ ଋତୁର ପ୍ରମୁଖ ସମସ୍ୟା । ତେଣୁ ମୁଣ୍ଡ ଧୋଇଲା ସମୟରେ ଗରମ ପାଣି ବ୍ୟବହାର କରନ୍ତୁ । ମଶ୍ଚରାଇଜର ବିହୀନ ସାମ୍ପୋ ବ୍ୟବହାର କରନ୍ତୁ । ଅଧକ ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.