ETV Bharat / sukhibhava

Horoscope: ସେପ୍ଟେମ୍ବର 6 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ରାଶିଫଳ ଖବର

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Sep 6, 2023, 12:00 AM IST

ମେଷ: ଆଜି ଆପଣ ଯାହା ଚାହିଁବେ ତାହା କରିପାରିବେ। ଆଜି ବୁଲିବା ପାଇଁ ବାହାରକୁ ଯାଇପାରନ୍ତି। ଫିଲ୍ମ ଦେଖିବାକୁ ଯାଇପାରନ୍ତି। ମୋଟ ଉପରେ କହିବାକୁ ଗଲେ ଆପଣ ଆଜି ପରିବାର ସହିତ ସମୟ ବିତାଇବେ।

ବୃଷ: ଆଜି ଆପଣ ପାଖ ସ୍ଥାନକୁ ବରଂ ହେଉ ବୁଲିବାକୁ ଯିବେ। ଆପଣ ଖୁସି ମନରେ ଯୋଜନା ଓ ବ୍ୟବସ୍ଥା କରିବା, ବୁଲିବା ପାଇଁ ଟଙ୍କା ସଂଗ୍ରହ କରିବା ଓ ଯେଉଁମାନେ ଆପଣଙ୍କ ସହ ଯିବାକୁ ଚାହାଁନ୍ତି ସେମାନଙ୍କ ସହ ମିଶି ଯୋଜନା କରିବା ସହ ବାହାରକୁ ଯାଇପାରନ୍ତି।

ମିଥୁନ: ଆଜି ଆପଣ ଭାବପ୍ରବଣ ହୋଇପାରନ୍ତି। ଦିନର ଅଧିକାଂଶ ସମୟରେ ଆପଣ ପରିବାର ଠାରୁ ଦୂରରେ ରହିପାରନ୍ତି। ଏକ ବ୍ୟବସାୟ ପାଇଁ କିମ୍ଵା ବୁଲାବୁଲିରେ ବାହାରକୁ ଯାଇପାରନ୍ତି। ଆଜି ବିଦେଶରୁ କିଛି ଖୁସି ଖବର ଆସିପାରେ।

କର୍କଟ: ଆଜି କାମ ବଢିପାରେ। କାମ ଯୋଗୁଁ ଚାପ ମଧ୍ୟ ବୃଦ୍ଧି ପାଇପାରେ। ଘରେ ପରିବାର ସହିତ ଝଗଡା ହୋଇପାରେ। ଖାଇବା ପାଇଁ ବାହାରକୁ ଯାଇପାରନ୍ତି। କୌଣସି କାର୍ଯ୍ୟ ଆଜି ଆରମ୍ଭ କରନ୍ତୁ ନାହିଁ। କିଛି କାର୍ଯ୍ୟ କରିବା ପୂର୍ବରୁ ଭଗବାନଙ୍କ ଆର୍ଶିବାଦ ନିଅନ୍ତୁ।

ସିଂହ: କ୍ଷମତାକୁ ନେଇ ଗର୍ବ କରନ୍ତୁ ନାହିଁ। ସୌହାର୍ଦ୍ଦ୍ୟପୂର୍ଣ୍ଣ ହାବଭାବ ଓ ହାନିକାରକ କ୍ରିୟାର ଅଭାବର ସଠିକ ମିଶ୍ରଣ ଦ୍ଵାରା ଆପଣ ସବୁ ଅବସରରେ ଆକର୍ଷଣର କେନ୍ଦ୍ର ହେବ। ଆଜି ଅଫିସରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି।

କନ୍ୟା: ପିଲାମାନେ ଉଭୟ ଶ୍ରେଣୀ ଭିତରେ ଓ ବାହାରେ ପ୍ରଶଂସାର ପାତ୍ର ହେବେ। ତର୍କ ଓ ବିଚାରର ପ୍ରକ୍ରିୟାକରଣ ମଧ୍ୟ ବଢିବ। ଦିନ ସାରା ସମସ୍ୟା ଲାଗି ରହିଲେ ମଧ୍ୟ ଶାନ୍ତ ହେବା ପାଇଁ ପରାମର୍ଶ ଦିଆଯାଉଛି।

ତୁଳା: ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନ ବହୁତ ଶୁଭ। ଆପଣଙ୍କ ଜାଦୁ ଦ୍ଵାରା ଆପଣ ସମସ୍ତଙ୍କ ହୃଦୟ ଜିତିପାରିବେ। ଆପଣଙ୍କ ଘର ଓ ଏହାର ଭିତର ସାଜସଜ୍ଜା ଲୋକମାନଙ୍କୁ ପ୍ରଭାବିତ କରିବ। ଏହାର ସକାରାତ୍ମକତାର ଲାଭ ଉଠାନ୍ତୁ।

ବିଛା: ଆଜି ଆପଣ ଜଣେ ଦିବ୍ୟଦ୍ରଷ୍ଟା ଓ ଆଜି ଆପଣ ଯାହା କରିବେ ତାହା ଏକ ସଫଳ ଭବିଷ୍ୟତ ତିଆରି କରିବ। କିନ୍ତୁ ତୁରନ୍ତ ଫଳ ଆଶା କରିବା ମୂର୍ଖାମୀ ହେବ। ଧୌର୍ଯ୍ୟ ଧରନ୍ତୁ ଫଳ ମିଳିବ। ଅପରାହ୍ନରେ କିଛି ଖୁସି ଖବର ମିଳିପାରେ।

ଧନୁ: ସାଙ୍ଗମାନଙ୍କ ସହିତ ମଜା କରିପାରନ୍ତି। ଆଜି ମନ ଇଚ୍ଛା ଖାଇପାରିବେ। ସାଙ୍ଗମାନଙ୍କ ସହ ଆଉଟିଂରେ ଯିବାକୁ ଯୋଜନା କରିଥିଲେ ଆଜି ଯାଆନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଥିଲେ ଆଜି ଶୁଭ ସମୟ।

ମକର: ଆପଣ ବିଦେଶରେ ଅଧିକ ପାଠ ପଢିବା ପାଇଁ ବହୁତ ଚେଷ୍ଟା କରିପାରନ୍ତି କିନ୍ତୁ ଶେଷରେ ଅସଫଳ ହୋଇପାରନ୍ତି। ଆପଣଙ୍କୁ ଆଜି ପୁଣି ଥରେ ଚେଷ୍ଟା କରିବାକୁ ପରାମର୍ଶ ଦିଆଯାଉଛି। ପାଠ ପଢିବା ପାଇଁ ପ୍ରେରଣା ପାଇବେ।

କୁମ୍ଭ: କାମର ଚାପରେ ପେଶି ହୋଇଯିବେ। କିନ୍ତୁ କାମକୁ ନେଇ ଆଜି ପ୍ରଶଂସା ପାଇପାରନ୍ତି। ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ। ଆଜି କିଛି ନୂଆ କାମ ମଳିପାରେ। ବ୍ୟବସାୟରେ ପ୍ରତିଷ୍ଠା ବଢିବ।

ମୀନ: ଯୁକ୍ତି କରିବା ଦ୍ଵାରା କିଛି ଲାଭ ହୋଇ ନଥାଏ। ତେଣୁ ଯୁକ୍ତି ତର୍କ ଠାରୁ ଦୂରେଇ ରୁହନ୍ତୁ। ଆଜି ନିଜ କଥାକୁ ନେଇ କିଛି ଅସୁବିଧାରେ ପଡିପାରନ୍ତି। ତେଣୁ ଯଥାସମ୍ଭବ କଥା ଉପରେ ସଂଜମତା ରକ୍ଷା କରନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.