ETV Bharat / sukhibhava

First Indigenously Monkeypox Kit, ପ୍ରଥମ ସ୍ବଦେଶୀ ମଙ୍କିପକ୍ସ RTPCR ଟେଷ୍ଟ କିଟ୍ ଲଞ୍ଚ

author img

By

Published : Aug 20, 2022, 12:47 PM IST

ଦେଶର ପ୍ରଥମ ମଙ୍କିପକ୍ସ RT PCR ଟେଷ୍ଟ କିଟ୍ ଲଞ୍ଚ(First Indigenously Monkeypox Kit Released), ଯାହାର ନାମ ରହିଛି ଟ୍ରାନ୍ସସିଆ ଏର୍ବା ମଙ୍କିପକ୍ସ RTPCR କିଟ୍(Transasia Erba monkeypox RTPCR kit) । ଅଧିକ ପଢନ୍ତୁ

ପ୍ରଥମ ସ୍ବଦେଶୀ ମଙ୍କିପକ୍ସ RT-PCR ଟେଷ୍ଟ କିଟ୍ ଲଞ୍ଚ

ଅମରାବତୀ: ମଙ୍କିପକ୍ସ ପରୀକ୍ଷା(Test) ପାଇଁ ପ୍ରଥମ ସ୍ୱଦେଶୀ RT-PCR କିଟ୍ ଲଞ୍ଚ(First Indigenously Monkeypox Kit Released) । ଶୁକ୍ରବାର ଆନ୍ଧ୍ରପ୍ରଦେଶ ମେଡଟେକ୍ ଜୋନ୍ (Andhra Pradesh Medtech Zone/AMTZ) ରେ ଲଞ୍ଚ ହୋଇଛି ଏହି RT-PCR କିଟ୍, ଯାହାର ନାମ ରହିଛି ଟ୍ରାନ୍ସସିଆ-ଏର୍ବା ମଙ୍କିପକ୍ସ RT-PCR କିଟ୍(Transasia-Erba monkeypox RT-PCR kit) ।

କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ(Centre Principal Scientific Adviser Ajay Kumar Sood) ଟ୍ରାନ୍ସସିଆ ବାୟୋ-ମେଡିକାଲ୍(Transasia Bio-Medicals) ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି କିଟକୁ ଉନ୍ମୋଚିତ କରିଥିଲେ । ଟ୍ରାନ୍ସସିଆ-ଏର୍ବା ମଙ୍କିପକ୍ସ RT-PCR କିଟ୍ ଅତ୍ୟନ୍ତ ସମ୍ବେଦନଶୀଳ, କିନ୍ତୁ ଏହା ସ୍ୱତନ୍ତ୍ର ଭାବରେ ନିର୍ମିତ ପ୍ରାଇମର୍ ଏବଂ ପ୍ରୋବ ସହିତ ଏକ ସହଜ ବ୍ୟବହାର-ପରୀକ୍ଷଣ କିଟ୍ ।

ଟ୍ରାନ୍ସସିଆର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁରେଶ ଭଜିରାନି(Founder-chairman of Transasia Suresh Vazirani) କହିଛନ୍ତି ଯେ, ଏହି କିଟ୍ ସଂକ୍ରମଣର ଶୀଘ୍ର ଚିହ୍ନଟ ତଥା ଉନ୍ନତ ପରିଚାଳନାରେ ସାହାଯ୍ୟ କରିବ, ଯାହା WHO ଅନ୍ତର୍ଜାତୀୟ ସ୍ତରର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ବୈଜ୍ଞାନିକ ସଚିବ ଆରବିନ୍ଦା ମିତ୍ର, ଆଇସିଏମଆର(ICMR) ପୂର୍ବତନ ମହାନିର୍ଦ୍ଦେଶକ ବଳରାମ ଭାର୍ଗଭ, ବାୟୋଟେକ୍ନୋଲୋଜି ବିଭାଗର ପରାମର୍ଶଦାତା ଅଲକା ଶର୍ମା ଏବଂ ଅନ୍ୟମାନେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.