ETV Bharat / state

ହୁଣ୍ଡିବାକ୍ସ ନେଇ ଚୋର ଛୁ - Rourkela

ପାଓ୍ବର ହାଉସ୍ ରୋଡ ସ୍ଥିତ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ମଙ୍ଗଳବାର ଦିନ ସକାଳୁ ହୁଣ୍ଡି ଗାଏବ।ଦାନବାକ୍ସ ନେଇ ଚୋର ଫେରାର।ଶିବରାତ୍ରୀରେ ମିଳିଥିବା ଦାନ ଟଙ୍କା ସେହି ହୁଣ୍ଡିରେ ରହିଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Mar 19, 2019, 11:40 AM IST


ରାଉରକେଲା: ମନ୍ଦିରରେ ବୁଲିଲା କଳ କନା। ଇସ୍ପାତ ସହରର ପାଓ୍ବାର ହାଉସ୍ ରୋଡ ସ୍ଥିତ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ମଙ୍ଗଳବାର ଦିନ ସକାଳୁ ହୁଣ୍ଡି ଗାଏବ ହୋଇଯାଇଥିବା ଖବର ମିଳିଛି। ଦାନବାକ୍ସ ନେଇ ଚୋର ଫେରାର ହୋଇଯାଇଛି।

ତେବେ ଏନେଇ ଉଦିତନଗର ପୋଲିସ ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି। ସୂଚନାଥାଉକି ମହାଶିବରାତ୍ରୀରେ ମିଳିଥିବା ଦାନ ଟଙ୍କା ସେହି ହୁଣ୍ଡିରେ ରହିଥିଲା। ତେଣୁ ଦାନବାକ୍ସରେ ଅଧିକ ଟଙ୍କା ରହିଥିବାର ଅନୁମାନ କରାଯାଉଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ


ରାଉରକେଲା: ମନ୍ଦିରରେ ବୁଲିଲା କଳ କନା। ଇସ୍ପାତ ସହରର ପାଓ୍ବାର ହାଉସ୍ ରୋଡ ସ୍ଥିତ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ମଙ୍ଗଳବାର ଦିନ ସକାଳୁ ହୁଣ୍ଡି ଗାଏବ ହୋଇଯାଇଥିବା ଖବର ମିଳିଛି। ଦାନବାକ୍ସ ନେଇ ଚୋର ଫେରାର ହୋଇଯାଇଛି।

ତେବେ ଏନେଇ ଉଦିତନଗର ପୋଲିସ ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି। ସୂଚନାଥାଉକି ମହାଶିବରାତ୍ରୀରେ ମିଳିଥିବା ଦାନ ଟଙ୍କା ସେହି ହୁଣ୍ଡିରେ ରହିଥିଲା। ତେଣୁ ଦାନବାକ୍ସରେ ଅଧିକ ଟଙ୍କା ରହିଥିବାର ଅନୁମାନ କରାଯାଉଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ରିମାଣ୍ଡରେ ବାଘ ଛାଲ ତସ୍କର,
ଶିକାରି ବେପାରି ଖୋଲିବ ଗୁମର

ବାଘ ଛାଲ ଜବତ ଘଟଣାରେ୫ଦିନିଆ ରିମାଣ୍ଡରେ ୭ ଅଭିଯୁକ୍ତ।ସମ୍ବଲପୁର କୁଚିଣ୍ଡାରୁ ୪ଟି ବାଘ ଛାଲ ମିଳିବା ନେଇ ପଚରାଉଚରା କରିବ ର୍ରାଇମବ୍ରାଂଚ। ଶିକାରି ନା ବେପାରି ଏନେଇ ମୁଖା ଖୋଲିବ କ୍ରାଇମବ୍ରାଚ ଏସଟିଏଫ ଟିମ।ତେବେ ବାଘଛାଲ ପଛରେ ପୁର୍ବତନ ବନ ବିଭାଗ କର୍ମଚାରି ଓ ଜଣେ ସେନା କର୍ମଚାରିଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚା ଆରମ୍ଭ ହୋଇଛି। ଗିରଫ ଅଭିଯୁକ୍ତଂକ ମଧ୍ଯରେ ଜଣେ ପୁର୍ବତନ ବନ ବିଭାଗ ଡ୍ରାଇଭର ଥିବା ବେଳେ ଜଣେ ସେନାର କର୍ମଚାରି ଥିବା ଲାଗିଛି। ତଥ୍ଯ. ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ସେ ଦିଗକୁ ନେଇ ତଦନ୍ତ ଚଳାଇଛି ଏସଟିଏଫ ଟିମ।ରିମାଣ୍ଡ ସମୟରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଏସଟିଏଫ ଟିମ। ତେବେ ବାଘ କେଉଁଠୁ ଶିକାର ହୋଇଛି ତାହା ଏବେ ବଡ ପ୍ରଶ୍ନ ଉଠିଛି। କାରଣ ବିଗତ ଦିନ ଧରି ବାଘ ସଖ୍ଯା ବୃଦ୍ଧିପାଉଥିବା ବେଳେ ବାଘ ଛାଲ କଳା ବ୍ଯବସାୟୀ ବୃଦ୍ଧି ପାଉଥିବା ସୁଚନା ମିଳିଛି। କାରଣ ଜବତ ବାଘ ଛାଲରେ ରହିଛି ଗୁଳି ଚିହ୍ନ । ଅର୍ଥାତ ବାଘକୁ ଗୁଳି କରି ଶିକାର କରାଯାଇଛି। ତେବେ ପ୍ରଶ୍ନ ଉଠୁଛି କେଉଁଠି ଶିକାର ହୋଇଛନ୍ତି ବାଘ। କାରଣ କୁଚିଣ୍ଡା ପାଖରେ ରହିଛି ଡେବ୍ରିଗଡ ଓ ବଡରମାର ବାଘ୍ର୍ଯ ସଂରଖଣ। ଯେଉଁଠି ଚଳ ପ୍ରଚଳ କରନ୍ତି କଲରାପତରିଆ ବାଘ।କାରଣ ୨୦୧୬ ବାଘ ଗଣନା ଅନୁସାରେମୋଟ ୩୧୮ ଟି ବାଘ ମଧ୍ଯରୁ ଡେବ୍ରିଗଡ ୨୨ଟି ଓ ବଡରମାର ରେ ୮ଟି ବାଘ ଥିବା ଜଣାପଡିଥିଲା। ତେବେ ଏବେ ବାଘ ଛାଲ ଜବତ ଜବତ ପରେ ଘଟଣାର ଖୋଳତାଡ ଆରମ୍ଭ କରିଛି ବନବିଭାଗ ଟିମ।ଯଦି ବାଘ ସେହି ଅଂଚଳରୁ  ଶିକାର କରାଯାଏଥାଏ ତେବ ବାଘ ନଖ ଓ ଦାନ୍ତ କୁଆଡେ ଗଲା ସେ ନେଇ ତଦନ୍ତ କରିବ ବନ ବିଭାଗ ଟିମ।ଏନେଇ ସୁଚନା ଦେଇଛନ୍ତି ପିସିସିଏଫ ୱାଇଲଡ ଲାଇଫ ଅଜୟ ମହାପାତ୍ର।

ବାଇଟ-ଅଜୟ  କୁମାର ମହାପାତ୍ର,ପିସିସିଏଫ,ୱାଇଲଡଲାଇଫ

ଗତକାଲିର ସ୍କ୍ରିପ୍ଟ



ବାଘ ଛାଲର କଳା ବେପାର,
ସମ୍ବଲପୁର କୁଚିଣ୍ଡାରୁ ୭ଗିରଫ
ସାମ୍ନାକୁ ଆସିଲା ବାଘ ଛାଲର କଳା ବେପାର। ବାଘଛାଲ ବେପାର ପଛରେ ଓଡିଶା ବ୍ଯବସାୟୀ।ଯାହାର ଖୁଲାସା କରିଛି କ୍ରାଇମବ୍ରାଂଚ ଏସଟିଏଫ।ସମ୍ବଲପୁରର କୁଚିଣ୍ଡାରେ ବାଘ ଛାଲ କଳାବ୍ଯବସାୟୀର ସୁରାଖ ପାଇ ୭ ଜଣକୁ ଗିରଫ କରିଛି ଏସଟିଏଫ।ସେମାନଙ୍କ ନିକଟରୁ ୪ଟି ବାଘଛାଲ ଜବତ ହୋଇଛି।ଯାହାର ଆନୁମାନିକ ମୁଲ୍ଯ କଳାବଜାରେ ଏକ କୋଟିରୁ ଉର୍ଧ ହେବ ବୋଲି ସୁଚନା ମିଳିଛି। ତେବେ ଅଭିଯୁକ୍ତମାନେ ହେଲେ ସଂଜୟ ବାଗ,ସୁନିଲ କୁମାର କାଲୋ,ଜଶରାଜ ପଟେଲ,ଝସକେତନ ନାୟକ,ମିନକେତନ ମୁଣ୍ଡା,କୈଳାସ ମାଝି,କୁମୁଦ ବରା। ତେବେ ମୁମ୍ବାଇ ଓ କୋଲକତାର ବ୍ଯବସାୟୀଂକ ସହ ଡିଲ କରୁଥିବାର ଅନୁମାନ କରୁଛି ଏସଟିଏଫ।ବଡ କଥା ହେଉଛି ଏମାନଙ୍କ ମଧ୍ଯରେ କେତେଜଣ ଶିକାରି ରହିଥିବା ବେଳେ କେତେ ଜଣ ବ୍ଯବସାୟୀ ମଧ୍ଯ ରହିଛନ୍ତି।ତେବେ ବଡ କଥା ହେଉଛି ବାଘ ଛାଲ କାରବାର ନେଇ ବାଘ କେଉଁଠୁ ମରାଯାଇଛି। ଯାହାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି। ଯଦି ବାଘ ଓଡିଶାରୁ ମରାଯାଇଛି କିଭଳି ଏହାର ସୁରାକ ପାଉନି ବନ୍ଯବିଭାଗ। ଯାହା ଏବେ ବଡ ରାକେଟ ସାମ୍ନାକୁ ଆସିଛି ଏନେଇ ତଦନ୍ତ ଚାଲିଥିବା ବେଳେ ଗିରଫ ଅଭିଯୁକ୍ତଂକୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବ ବୋଲି ସୁଚନା ମିଳିଛି।ତେବେ ଏନେଇ କୁଚିଣ୍ଡା ଫରେଷ୍ଟ ଡିଭିଜନ ସହ ଯୋଗାଯୋଗରେ ରହି ଏନେଇ ତଦନ୍ତ କରାଯାଉଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କୁ ବନ୍ଯପ୍ରାଣି ସୁରକ୍ଷା ନିୟମ ୯,୩୯,୪୪,୪୯ ବି,୫୨ ଓ  ଆପିସିର ଧାରା ୩୭୯,୪୧୧,୧୨୦ବିରେ ଗିରଫ କରାଯାଇଛି। ତେବେ ଖୁବଶିଘ୍ର ଏହି ରାକେଟର ଫର୍ଧାଫାସ କରାଯିବ ବୋଲି ଏସଟିଏଫ ଏସପି  କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.