ETV Bharat / state

ହତ୍ୟା ଧମକ ଓ ଗୁଳିମାଡ ଅଭିଯୋଗରେ ଜଣେ ଗିରଫ

author img

By

Published : Jan 5, 2021, 9:13 AM IST

ଡିସେମ୍ବର 7 ତାରିଖରେ ହୋଇଥିବା ଏକ ଗୁଳିକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବଡଗାଁ ପୋଲିସ । ଜମିବାଡିକୁ କେନ୍ଦ୍ର କରି ଗୁଳିକାଣ୍ଡ କରାଯାଇଥିଲା । ଅଧିକ ପଢନ୍ତୁ...

ହତ୍ୟା ଧମକ ଓ ଗୁଳି ଚାଳନା ଅଭିଯୋଗରେ ଜଣେ ଗିରଫ

ରାଉରକେଲା: ହତ୍ୟା ଧମକ ଓ ଗୁଳି ଚାଳନା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବଡଗାଁ ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ଠାରୁ ଗୋଟିଏ ରିଭଲଭର ଜବତ କରାଯାଇଛି ।

ଗତ ଡିସେମ୍ବର 7 ତାରିଖରେ ଦୀପକ କୁମାର ବିଶି ନାମକ ବ୍ୟକ୍ତି ଅଶୋକ କୁମାର ଅଗ୍ରୱାଲଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ତାଙ୍କୁ ଗୁଳି ଚାଳନା କରିଥିଲେ । ତେବେ ସୌଭାଗ୍ୟବଶତଃ ଅଶୋକ ଅଗ୍ରୱାଲ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ସେପଟେ ଏହି କାଣ୍ଡ ଘଟଣାଇ ଅଭିଯୁକ୍ତ ଦୀପକ ଫେରାର ହୋଇଥିଲା ।

ଅନ୍ୟପଟେ , ଘଟଣାର ତଦନ୍ତ କରୁଥିବା ବଡଗାଁ ପୋଲିସ ସୋମବାର ଅଭିଯୁକ୍ତ ଦୀପକକୁ ଗିରଫ କରିଛି । ଉଭୟଙ୍କ ମଧ୍ୟରେ ଜମିବାଡିକୁ ନେଇ ପୂର୍ବ ଶତ୍ରୁତା ଥିଲା ବୋଲି ପୋଲିସ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.