ETV Bharat / state

ଗାଡିରେ ବୁଲିବୁଲି ମଧ୍ୟାହ୍ନ ଭୋଜନ ବାଣ୍ଟୁଛନ୍ତି ସ୍ବେଚ୍ଛାସେବୀ - ସ୍ବେଚ୍ଛାସେବୀ

ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ସହରରେ ପଶ୍ଚିମ ଓଡିଶା ବିକାଶ ମଞ୍ଚ ପକ୍ଷରୁ ମଧ୍ୟାହ୍ନ ଭୋଜନ ବଣ୍ଟନ । ଗାଡିରେ ବୁଲିବୁଲି ସ୍ବେଚ୍ଛେସେବୀମାନେ ସହରର ଗରୀବ, ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ମଧ୍ୟାହ୍ନ ଭୋଜନ ବାଣ୍ଟୁଛନ୍ତି । ଅଧିକ ପଢନ୍ତୁ...

ଗାଡିରେ ବୁଲିବୁଲି ମଧ୍ୟାହ୍ନ ଭୋଜନ ବାଣ୍ଟୁଛନ୍ତି ସ୍ବେଚ୍ଛାସେବୀ

author img

By

Published : Apr 15, 2020, 1:21 PM IST

Updated : Apr 15, 2020, 1:28 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ବିନିକା ସହରର ପଶ୍ଚିମ ଓଡିଶା ବିକାଶ ମଞ୍ଚ ପକ୍ଷରୁ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଉଛି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ବୁଲି ବୁଲି ସ୍ବେଛାସେବୀମାନେ ମଧ୍ୟାହ୍ନ ଭୋଜନରେ ଭାତ ଡାଲମା ଓ ଆଚାର ପ୍ରଦାନ କରୁଛନ୍ତି ।

ଗାଡିରେ ବୁଲିବୁଲି ମଧ୍ୟାହ୍ନ ଭୋଜନ ବାଣ୍ଟୁଛନ୍ତି ସ୍ବେଚ୍ଛାସେବୀ

ସ୍ବେଚ୍ଛେସେବୀମାନେ ସହରର ଗରୀବ, ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଥିଲେ । ଏପରିକି ଜରୁରୀ କାର୍ଯ୍ୟରେ ଘରୁ ବାହାରୁ ଥିବା ଲୋକଙ୍କୁ ବି ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଛି । ଲକଡାଉନ ହେବା ଦିନଠାରୁ ଏହି ସ୍ବେଚ୍ଛାସେବୀମାନେ ଗାଡିରେ ବୁଲି ବୁଲି ଭୋକିଲା ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି । ସ୍ବେଛାସେବୀଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 15, 2020, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.