ETV Bharat / state

ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପକ୍ଷରୁ ଚିକିତ୍ସା ସହାୟତା

ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ମହମାରୀକୁ ରୋକିବା ପାଇଁ ଆବଶ୍ୟକ ହେଉଥିବା ଲୋକଙ୍କୁ ମାଗଣାରେ ଅକ୍ସିଜେନ ସିଲିଣ୍ଡର ଓ ଆୟୁଷ-64 ଔଷଧ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 6, 2021, 11:47 AM IST

ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପକ୍ଷରୁ ଚିକିତ୍ସା ସହାୟତା
ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପକ୍ଷରୁ ଚିକିତ୍ସା ସହାୟତା

ସୁବର୍ଣ୍ଣପୁର: କୋରୋନାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆ ଯାଉଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ମହମାରୀକୁ ରୋକିବା ପାଇଁ ଆବଶ୍ୟକ ହେଉଥିବା ଲୋକଙ୍କୁ ମାଗଣାରେ ଅକ୍ସିଜେନ ସିଲିଣ୍ଡର ଓ ଆୟୁଷ-64 ଔଷଧ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରରେ ଏକ ପ୍ରତିନିଧି ମଣ୍ଡଳ ବୈଠକରେ ଅକ୍ସୀଜେନ ସିଲିଣ୍ଡର ଓ ଆୟୁଷ-64 ଔଷଧ ଯୋଗାଇ ଦେବାକୁ ଫୋନ ନମ୍ବର ଜାରି କରାଯାଇଛି । ଏହି ସେବା ଆଗକୁ ମଧ୍ୟ ଜାରି ରହିବ ବୋଲି ସଂଘର କାର୍ଯ୍ୟକର୍ତ୍ତା ରଶ୍ମି ରଞ୍ଜନ ଦାସ କହିଛନ୍ତି । ତେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.