ETV Bharat / state

ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ଦେବୀ ସୁରେଶ୍ୱରୀ - ଦେବୀ ପୀଠରେ ଦଶମୀ ପୂର୍ଜା

ଆସନ୍ତାକାଲି ଦେବୀ ପୀଠରେ ଦଶମୀ ପୂଜା । ଏପଟେ ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ୱରୀ ।

ଫଟୋ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Oct 6, 2019, 11:42 PM IST

ସୁବର୍ଣ୍ଣପୁର: ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ସୋମବାର ହେବ ରାଜରାଜେଶ୍ବରୀ ବେଶ । ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ । ରବିବାର ଦେବୀ ମହିଷାମର୍ଦ୍ଦିନୀ ବେଶ ଧାରଣ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି ଦେବୀ ପୀଠରେ ଦଶମୀ ପୂଜା ପାଳନ କରାଯିବ ।

ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ଦେବୀ ସୁରେଶ୍ୱରୀ

ଦେବୀ ମହାଳୟାରୁ ଆରମ୍ଭ କରି ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିବାବେଳେ ଆସନ୍ତାକାଲି ଶେଷ ବେଶ ଧାରଣ କରିବେ । ଦେବୀଙ୍କ ବେଶ ସହିତ ସନ୍ଧ୍ୟା ଆରତୀ ଦର୍ଶନ କରିବା ପାଇଁ ଏହି ଶକ୍ତି ପୀଠରେ ଭକ୍ତମାନଙ୍କର ପ୍ରବଳ ସମାଗମ ହେଉଛି ।

ଦେବୀ କୃପା ଲାଭ କରିବା ପାଇଁ ବହୁ ଦୂରଦୁରାନ୍ତରୁ ଭକ୍ତମାନେ ଛୁଟି ଆସୁଛନ୍ତି ଏହି ପବିତ୍ର ପୀଠକୁ । ଦେବୀଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ସନ୍ଧ୍ୟାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ନେଇ ଆଶା ପ୍ରକାଶ କରିଛି ମନ୍ଦିର କମିଟି ।

ସୁବର୍ଣ୍ଣପୁରରୁ ତାର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା ସୁରେଶ୍ୱରୀ ଆସନ୍ତାକାଲି ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । ଆଜି ଦେବୀ ମହିଷମର୍ଦ୍ଦିନି ବେଶ ଧାରଣ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ଆସନ୍ତାକାଲି ଏହି ଦେବୀ ପୀଠରେ ଦଶରା ପର୍ବ ପାଳନ କରାଯିବ।ଦେବୀ ମହାଲୟାରୁ ଆରମ୍ଭ କରି ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିବା ବେଳେ ଆସନ୍ତାକାଲି ଶେଷ ବେଶ ଧାରଣ କରିବେ ।
ଦେବୀଙ୍କ ବେଶ ସହିତ ସନ୍ଧ୍ୟା ଆରତୀ ଦର୍ଶନ କରିବା ପାଇଁ ଏହି ଶାକ୍ତ ପୀଠରେ ଭକ୍ତମନଙ୍କର ପ୍ରବଳ ସମାଗମ ହେଉଛି।ଦେବୀ କୃପା ଲାଭ କରିବା ପାଇଁ ବହୁ ଦୂର ଦୁରାନ୍ତରୁ ଭକ୍ତମାନେ ଛୁଟି ଆସୁଛନ୍ତି ଏହି ପବିତ୍ର ପୀଠକୁ।

Body:ଦେବୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଆସନ୍ତାକାଲି ସନ୍ଧ୍ୟାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବା ଆଶା କରାଯାଉଛି ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.