ETV Bharat / state

ମୀନାଝୁଲା ଶୈବପୀଠରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର - turtles rescued at Meenajhula Shaivapith

ରାୟଗଡା ଜିଲ୍ଲାର ଐତିହାସିକ ମୀନାଝୁଲା ଶୈବପୀଠରେ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି । କଇଁଛ ପିଠି ଉପର ଭାଗରେ ହଳଦିଆ ରଙ୍ଗ ହୋଇଥିବାବେଳେ କଇଁଛ ପିଠିରେ ଦଶଅବତାର ଚିହ୍ନ ରହିଛି। ଅଧିକ ପଢନ୍ତୁ...

ମୀନାଝୁଲା ଶୈବପୀଠରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର
ମୀନାଝୁଲା ଶୈବପୀଠରେ ବିରଳ ପ୍ରଜାତିର କଇଁଚ ଉଦ୍ଧାର
author img

By

Published : Aug 19, 2021, 10:24 PM IST

Updated : Aug 19, 2021, 10:30 PM IST

ରାୟଗଡା: ଜିଲ୍ଲାର ଐତିହାସିକ ମୀନାଝୁଲା ଶୈବପୀଠରେ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି । କଇଁଛଟିର ପିଠି ଉପର ଭାଗରେ ହଳଦିଆ ରଙ୍ଗ ହୋଇଥିବାବେଳେ କଇଁଛ ପିଠିରେ ଦଶଅବତାର ଚିହ୍ନ ରହିଛି । ଏନେଇ ସେଠାରେ ରହୁଥିବା ବାବା ଜନକନନ୍ଦନ ଉଦ୍ଧାର କରିବା ସହ କଇଁଛକୁ ପୂଜାର୍ଚ୍ଚନା କରାଯାଇଛି।

ମୀନାଝୁଲା ଶୈବପୀଠରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର
ମୀନାଝୁଲା ଶୈବପୀଠରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଏହି ଖବର ଜିଲ୍ଲାର ବିଭିନ୍ନ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଭାଇରାଲ ହେବା ପରେ ସେଠାରେ ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁମାନେ କଇଁଛକୁ ଦର୍ଶନ କରିଛନ୍ତି ।

ଅନ୍ୟପଟେ ଏଠାରେ କେଉଁ ଅନାଦିକାଳରୁ ଦେବଦେବ ମହାଦେବ ଏଠାରେ ମୀନରୂପରେ ପୂଜା ପାଇଁ ଆସୁଛନ୍ତି । ଏବେ ଏପରି ଦଶଅବତାର ଥିବା କଇଁଛ ଦର୍ଶନ ହୋଇଥିବାରୁ ଆଗକୁ ପୀଠର ଏବଂ ସମାଜର ଉନ୍ନତି ହେବ ବୋଲି ଅନୁମାନ କରାଯାଉଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Aug 19, 2021, 10:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.