ETV Bharat / state

ରାୟଗଡ଼ାରେ ଜୋର ଧରିଛି 'Operation Green Diamond', ଗଞ୍ଜେଇ ଚାଷ ନିଶ୍ଚିହ୍ନ ଲକ୍ଷ୍ୟ - ରାୟଗଡ଼ାରେ ଗଞ୍ଜେଇ ଚାଷ ନିଶ୍ଚିହ୍ନ ଲକ୍ଷ୍ୟ

ରାୟଗଡ଼ାରେ ଜିଲ୍ଲାରେ ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଜାରି ରହିଛି ଅପରେସନ ଗ୍ରୀନ ଡାଇମଣ୍ଡ । ଅଧିକ ପଢନ୍ତୁ

ରାୟଗଡ଼ାରେ ଜୋର ଧରିଛି 'Operation Green Diamond', ଗଞ୍ଜେଇ ଚାଷ ନିଶ୍ଚିହ୍ନ ଲକ୍ଷ୍ୟ

author img

By

Published : Dec 13, 2021, 6:54 PM IST

ରାୟଗଡ଼ା: ଜିଲ୍ଲାରେ ଜୋର ଧରିଛି ଅପରେସନ ଗ୍ରୀନ ଡ଼ାଇମଣ୍ଡ(Operation Green Diamond in Rayagada) । ଜଙ୍ଗଲ ବିଭାଗ, ପୋଲିସ, ଅବକାରୀ ବିଭାଗ ଏବଂ ରାଜସ୍ବ ବିଭାଗର ମିଳିତ ସ୍ବତନ୍ତ୍ର ଟାସ୍କଫୋର୍ସ ଜିଲ୍ଲାରୁ ଗଞ୍ଜେଇ ଚାଷ ନିଶ୍ଚିହ୍ନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

କିଛି ଦିନ ବ୍ୟବଧାନରେ ଆରମ୍ଭ ହୋଇଥିବା ଅପରେସନ ଗ୍ରୀନ ଡ଼ାଇମଣ୍ଡ ଫଳରେ ବର୍ତ୍ତମାନ ସୁଦ୍ଧା ୩୦୦ ଏକରରୁ ଊର୍ଦ୍ଧ୍ବ ଜମିରୁ ନଷ୍ଟ କରି ସାରିଲେଣି ବେଆଇନ ଗଞ୍ଜେଇ ଚାଷ । ଆଜି(ସୋମବାର) ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଦୁର୍ଗମ ଅଞ୍ଚଳର ତୋତାଲପଙ୍ଗା ଗାଁ ନିକଟରେ 55 ଏକର ଜମିରୁ ଏହି ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ।

ରାୟଗଡ଼ାରେ ଜୋର ଧରିଛି 'Operation Green Diamond', ଗଞ୍ଜେଇ ଚାଷ ନିଶ୍ଚିହ୍ନ ଲକ୍ଷ୍ୟ
ରାୟଗଡ଼ାରେ ଜୋର ଧରିଛି 'Operation Green Diamond', ଗଞ୍ଜେଇ ଚାଷ ନିଶ୍ଚିହ୍ନ ଲକ୍ଷ୍ୟ
ରାୟଗଡ଼ାରେ ଜୋର ଧରିଛି 'Operation Green Diamond', ଗଞ୍ଜେଇ ଚାଷ ନିଶ୍ଚିହ୍ନ ଲକ୍ଷ୍ୟ

ଯାହାର ଆନୁମାନିକ ମୂଲ୍ୟ 4 କୋଟି ଟଙ୍କା ହେବ ବୋଲି ଜଣାପଡି଼ଛି । ଆଗକୁ ଏହି ମିଳିତ ଅଭିଯାନ ଚାଲୁ ରହିବ ବୋଲି କହିଛନ୍ତି ରାୟଗଡ଼ା SP ବିବେକାନନ୍ଦ ଶର୍ମା ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.