ETV Bharat / state

ରାୟଗଡାରେ ମାଣ୍ଡିଆ ମଣ୍ଡି ଉଦଘାଟିତ

ରାୟଗଡା ସ୍ଥିତ ଆରଏମସି ପ୍ରାଙ୍ଗଣରେ ଉଦଘାଟିତ ହୋଇଛି ମାଣ୍ଡିଆ ମଣ୍ଡି । ଅଧିକ ପଢନ୍ତୁ...

ରାୟଗଡାରେ ମାଣ୍ଡିଆ ମଣ୍ଡି ଉଦଘାଟିତ
ରାୟଗଡାରେ ମାଣ୍ଡିଆ ମଣ୍ଡି ଉଦଘାଟିତ
author img

By

Published : Jan 7, 2021, 10:23 AM IST

ରାୟଗଡା: ଜିଲ୍ଲାରେ ଉଦଘାଟିତ ହେଲା ମାଣ୍ଡିଆ ମଣ୍ଡି । ରାୟଗଡା ସ୍ଥିତ ଆରଏମସି ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡିକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।

ରାୟଗଡାରେ ମାଣ୍ଡିଆ ମଣ୍ଡି ଉଦଘାଟିତ

ଜିଲ୍ଲାର ମାଣ୍ଡିଆ ଦେଉଛି କ୍ଷୁଦ୍ରତମ ଚାଷ । ଜିଲ୍ଲାରେ ମିଲଟ ମିଶନ ଦ୍ୱାରା ମାଣ୍ଡିଆ ଚାଷର ଉନ୍ନତି ହୋଇଥିବା ବେଳେ ମଣ୍ଡି ଜରିଆରେ ଏହାର ବଜାରୀ କାରଣ କରାଯାଇଛି । ଚଳିତ ବର୍ଷ ଜିଲ୍ଲାରେ 8ଟି ବ୍ଲକରେ 11ହଜାର 100 ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଥିବା ବେଳେ ଟିଡିସିସି ଜରିଆରେ 28 ହଜାର କ୍ବିଣ୍ଟାଲ ମାଣ୍ଡିଆ କିଣିବାର ଲକ୍ଷ ଧାର୍ଯ୍ୟ ହୋଇଥିବା । ସରକାର ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ଚଳିତ ବର୍ଷ ବୃଦ୍ଧି କରି 3295 ଟଙ୍କା ରଖାଯାଇଥିବାରୁ ଚାଷୀ ବହୁତ ଖୁସି ଅଛନ୍ତି । ଚାଷୀଙ୍କ ସୁବିଧା ଦୃଷ୍ଟିରୁ ଏବର୍ଷ ଅଧିକ 3ଟି ମଣ୍ଡି ସହ ମୋଟ 18ଟି ମାଣ୍ଡିଆ ମଣ୍ଡି ଖୋଲାଯାଇଥିବା ଜିଲ୍ଲା କୃଷି ଅଧିକାରୀ ଦୁସାଶନ ପ୍ରହରାଜ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.