ETV Bharat / state

ଗୁଣୁପୁରର ସ୍ତ୍ରୀ ରୋଗ ବିଶେଷଜ୍ଞ ପଜିଟିଭ ଚିହ୍ନଟ, 72 ଘଣ୍ଟା ଯାଏଁ ପ୍ରସୂତୀ କକ୍ଷ ବନ୍ଦ - gunupur hospital

ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସମେତ ୨ ଆଟେଣ୍ଡାଣ୍ଟ୍ କୋରୋନା ସଂକ୍ରମିତ ହେବା ପରେ ୭୨ ଘଣ୍ଟା ପର୍ଯ୍ୟନ୍ତ ବର୍ହି ବିଭାଗ ଓ ପ୍ରସୂତୀ କକ୍ଷ ବନ୍ଦ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଗୁଣୁପୁରର ସ୍ତ୍ରୀ ରୋଗ ବିଶେଷଜ୍ଞ ପଜିଟିଭ ଚିହ୍ନଟ, 72 ଘଣ୍ଟା ଯାଏଁ ପ୍ରସୂତୀ କକ୍ଷ ବନ୍ଦ

author img

By

Published : Jul 17, 2020, 2:53 AM IST

ରାୟଗଡା: ଗୁଣପୁର ମେଡ଼ିକାଲର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ୨ ଜଣ ଆଟେଣ୍ଡାଣ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଶେଷଜ୍ଞ ଓ ୨ ଆଟେଣ୍ଡାଣ୍ଟଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଉପଖଣ୍ଡ ଚିକିତ୍ସାଳୟ ବର୍ହି ବିଭାଗ ସହ ପ୍ରସୂତୀ କକ୍ଷକୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି ।

ତ୍ରୀ ରୋଗବିଶେଷଜ୍ଞଙ୍କ ସହ ୨ଆଟେଣ୍ଡାଣ୍ଟ୍ ସଂକ୍ରମିତ ହେବା ପରେ ୭୨ ଘଣ୍ଟା ପର୍ଯ୍ୟନ୍ତ ବର୍ହି ବିଭାଗ, ପ୍ରସୂତୀ କକ୍ଷ ବନ୍ଦ ନିର୍ଦେଶ

ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ କେବଳ ଜରୁରୀ ଚିକିତ୍ସା ସେବା ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷଜ୍ଞଙ୍କ ସମେତ ସଂକ୍ରମିତ ୨ ଆଟେଣ୍ଡାଣ୍ଟଙ୍କୁ ଜେକେପୁର କୋଭିଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ୪୦ରୁ ଉର୍ଦ୍ଧ୍ବ ଗର୍ଭବତୀ ଆସିଥିବାରୁ ରାପିଡ ରେସପନ୍ସ ଟିମ୍ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

ପରିସ୍ଥିତି ଉପରେ ନଜର ରଖିବା ସହ ସମସ୍ତ ମେଡ଼ିକାଲ କର୍ମଚାରୀ ଏବଂ ସଂସ୍ପର୍ଶରେ ଆସିଥିବା ରୋଗୀ ଓ ସମ୍ପର୍କିୟଙ୍କ ସ୍ବାବ ସଂଗ୍ରହ ଆରମ୍ଭ ହୋଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.