ETV Bharat / state

2019 ନିର୍ବାଚନ: ଭୋଟ ଦେଲେ ଲାଲବିହାରୀ ହିମିରିକା - vote

କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ରାୟଗଡା ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ଏଠାରୁ ବିଜେଡିର ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ଏବଂ ଉପବାଚସ୍ପତି ଲାଲବିହାରୀ ହିମିରିକା ଭୋଟ ଦେବା ପାଇଁ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Apr 11, 2019, 7:52 AM IST

Updated : Apr 11, 2019, 8:23 AM IST

ରାୟଗଡା: ଗୁରୁବାର 2019 ନିର୍ବାଚନର ପ୍ରଥମ ପର୍ଯ୍ୟୟ ମତଦାନ ଅନୁଷ୍ଠିତ ହେଉଛି । ସକାଳ 7ଟାରୁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ଏହା ପୂର୍ବରୁ ପ୍ରତିବୁଥରେ କରାଯାଇଥିଲା ମକଡ୍ରିଲ । ଏହା ପରେ ଆରମ୍ଭ ହୋଇଯାଇଥିଲା ଭୋଟଗ୍ରହଣ । ଆଜି ରାଜ୍ୟର 4ଲୋକସଭା ଏବଂ ସଂଲଗ୍ନ 28 ବିଧାନସଭା ପାଇଁ ଚାଲିଛି ମତଦାନ।

ଏହା ମଧ୍ୟରେ ରହିଛି କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ରାୟଗଡା ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ଏଠାରୁ ବିଜେଡିର ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ଏବଂ ଉପବାଚସ୍ପତି ଲାଲବିହାରୀ ହିମିରିକା ଭୋଟ ଦେବା ପାଇଁ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଚଳିତ ଥର ନିର୍ବାଚନ ଲଢିବା ସମ୍ପର୍କରେ ମତ ରଖି କହିଛନ୍ତି ଯେ, ଏଥର 2 ହଜାରରୁ ଊର୍ଦ୍ଧ୍ୱ ଭୋଟରେ ମୋର ବିଜୟ ହେବ । ଝୋଡିଆ ସମ୍ପ୍ରଦାୟର ଲୋକେ ମତଦାନ ବର୍ଜନ କରିବା ସମ୍ପର୍କରେ ମତ ରଖି ସେ କହିଛନ୍ତି, ସେମାନେ ଆଦିବାସୀ ମାନ୍ୟତା ପାଇବା ପାଇଁ ଦାବି କରୁଛନ୍ତି। ଏ ସମ୍ପର୍କରେ ଆମେ କେନ୍ଦ୍ରସରକାରଙ୍କୁ ଅବଗତ କରିସାରିଛୁ । ତଥାପି ସେମାନେ ମତଦାନର ବିରତ ରହିବା ଉଚିତ ନୁହେଁ ।

ରାୟଗଡାରୁ ରଞ୍ଜନ ରଥ, ଈଟିଭି ଭାରତ

ଚାଲିଛି ଗଣତନ୍ତ୍ର ର ମହାପର୍ବ ନିର୍ବାଚନ ଭୋର୍ଟ ରେ ଜିତିଳେ ବୋହୁ ପ୍ରତିଶ୍ରୁତି ଦେଉଥିବା ନେତା ଏ ଭୋଟର ମାନଙ୍କ ପାଇଁ କଣ କରିବେ  'ଇଟିଭି ଭାରତ' ପକ୍ଷରୁ ଚାଲିଥିବା ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି  ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ର ବିଜେପି ସାଂସଦ ପାର୍ଥୀ ରୁଦ୍ର ନାରାୟଣ ପାଣି  ସେ ନିର୍ବାଚନ ରେ ବିଜୟୀ ହେଲେ ନିର୍ବାଚନ ମଣ୍ଡଳୀ ରେ ଜଳ ସେଚନ ର ସୁବିଧା କରିବା ସହ  ତାଙ୍କ  ସାଂସଦ କ୍ଷେତ୍ର ରେ ଆସୁଥିବା ସାତଟି ଯାକ ବିଧାନ ସଭା କ୍ଷତ୍ର ରେ ଥିବା ଶିଳ୍ପାଞ୍ଚଳ ବେକାରି ମାନଙ୍କ ପାଇଁ ପ୍ରଥମେ ରୋଜଗାର ସୃଷ୍ଠୀ କରିବେ ବୋଲି କହିଛନ୍ତି ରୁଦ୍ର ପ୍ରତି ଗାଁ ରେ ଅନେକ କମ ବାକି ରହିଛି ଓ ସରକାରୀ ଯୋଜନା ପହଞ୍ଚି ନାହିଁ  ନରେନ୍ଦ୍ର ମୋଦୀ ଙ୍କ ବିକାଶ ର ଧାରା ରେ ପୁରା କ୍ଷତ୍ର କିଭଳି ସାମିଲ ହେବେ ଲୋକେ କେନ୍ଦ୍ରୀୟ ଯୋଜନା ପାଇବେ ତାହା ଉପରେ ଗୁରୁତ୍ଵ ଦେବେବୋଲି କହିଛନ୍ତି ରୁଦ୍ର ନିର୍ବାଚନ ମଣ୍ଡଳୀ ସର୍ବାଘିନ ଉର୍ନତି ସ୍ଲୋଗାନ ରଖିଛନ୍ତି ଏହି ବିଜେପି ସାଂସଦ ପାର୍ଥୀ ନିଜ ହାତ ପାଣ୍ଠି ର କିଭଳି ଉଚିତ ବିନିଯୋଗ ହେବେ ତା ଉପରେ ଅଧିକ ନଜର ଦେବେବୋଲି କହିଛନ୍ତି ପାଣି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 11, 2019, 8:23 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.