ETV Bharat / state

ଭିଜିଲାନ୍ସ ଜାଲରେ ପୁରୀ DIC ଅଫିସ୍ ସୁପରଭାଇଜର

ପୁରୀ DIC ଅଫିସରେ କାର୍ଯ୍ୟରତ ସୁପରଭାଇଜର ନାରାୟଣ ପଟ୍ଟନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 7, 2022, 10:35 PM IST

ଭିଜିଲାନ୍ସ ଜାଲରେ ପୁରୀ DIC ଅଫିସରେ କାର୍ଯ୍ୟରତ ସୁପରଭାଇଜର

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ DIC ଅଫିସରେ କାର୍ଯ୍ୟରତ ସୁପରଭାଇଜର ନାରାୟଣ ପଟ୍ଟନାୟକ । ସେ ଖଦୀ ଓ ଗ୍ରାମ ଉଦ୍ୟୋଗ ବିଭାଗର ସୁପରଭାଇଜର ଭାବେ କାର୍ଯ୍ୟରତ ନାରାୟଣ ପଟ୍ଟନାୟକ ଆଜି ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଛନ୍ତି ।

ରତ୍ନାକର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସବସିଡ୍ ଟଙ୍କା ରିଲିଜ୍ ପାଇଁ ଲାଞ୍ଚ ନେଉଥିଲେ । ଏହି ସମୟରେ ଆତର୍କିତ ଭାବେ ଭିଜିଲାନ୍ସ କର୍ମଚାରୀମାନେ ଚଢାଉ କରିଥିଲେ । ନାରାୟଣ ପଟ୍ଟନାୟକଙ୍କ ନିକଟରୁ କେମିକାଲ ବୋଳା ଯାଇଥିବା ଲାଞ୍ଚ ଟଙ୍କା ଜବତ ହୋଇଛି । ଏନେଇ ମାମଲା ରୁ୍ଜୁ କରି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.