ETV Bharat / state

ଘର ବାହୁଡ଼ିବେ ମହାବାହୁ: ଆଜ୍ଞାମାଳ ପରେ ଦକ୍ଷିଣ ମୋଡ ନେଲା ୩ ରଥ - ମହାପ୍ରଭୁଙ୍କ ଆଜ୍ଞାମାଳ

ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ୩ ରଥର ଦକ୍ଷିଣ ମୋଡ କରାଯାଇଛି । ଅଧିକ ପଢନ୍ତୁ...

ରଥଯାତ୍ରା: ଆଜ୍ଞାମାଳ ପରେ ଦକ୍ଷିଣ ମୋଡ ନେଲେ ୩ ରଥ

author img

By

Published : Jul 17, 2021, 2:49 PM IST

Updated : Jul 17, 2021, 3:59 PM IST

ପୁରୀ: ବାହୁଡା ଯାତ୍ରା ପାଇଁ ଦକ୍ଷିଣ ମୋଡ ନେଇଛନ୍ତି ୩ ରଥ । ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ତିନି ରଥର ଦକ୍ଷିଣ ମୋଡ ହୋଇଛି । ଗୁଣ୍ଡିଚା ମନ୍ଦିର ସିଂହଦ୍ବାରରେ ଥିବା ୩ ରଥକୁ ପୋଲିସ କର୍ମଚାରୀ ଓ ସେବାୟତମାନେ ଦକ୍ଷିଣ ମୋଡ କରିଛନ୍ତି ।

  • ଆଜି ଦକ୍ଷିଣ ମୋଡ଼ ଉପଲକ୍ଷେ, ଘଣ୍ଟ ଧ୍ଵନିତ ପରିବେଶ ମଧ୍ୟରେ ପ୍ରଭୁଙ୍କ ପବିତ୍ର ଆଜ୍ଞାମାଳ ତିନି ରଥକୁ ବିଜେ ହୋଇଛି । #JaiJagannatha #RathaJatra21 pic.twitter.com/evp3yBOvW3

    — Shree Jagannatha Temple Office, Puri (@SJTA_Puri) July 17, 2021 " class="align-text-top noRightClick twitterSection" data=" ">

ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ଶୁଭଦ୍ରାଙ୍କ ରଥକୁ ଦକ୍ଷିଣ ମୋଡ କରାଯାଇଛି । ଏହାପରେ ଦୁଇ ଭାଇ ନନ୍ଦିଘୋଷ ଓ ତାଳଧ୍ବଜ ରଥକୁ ଦକ୍ଷିଣ ମୋଡ କରାଯାଇଛି । ୩ ରଥକୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ କରାଯାଇଛି । ସେପଟେ ରଥରେ ସୃଷ୍ଟି ହୋଇଥିବା ଫାଟର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ତେବେ ଆସନ୍ତା ୨୦ ତାରିଖରେ ବାହୁଡାଯାତ୍ରା ପାଇଁ ୩ ରଥ ପ୍ରସ୍ତୁତ ଥିବା ରଥ ତତ୍ତ୍ବବଧାରକ କହିଛନ୍ତି ।

  • ପବିତ୍ର ଆଜ୍ଞାମାଳ ପାଇବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ଵାରରେ ଲାଗିଛି ।#JaiJagannatha #BahudaJatra21 #RathaJatra21 pic.twitter.com/vrdgvdkt2B

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 17, 2021, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.