ETV Bharat / state

ପଞ୍ଚୁକ 3ୟ ଦିନ: ତିନିଠାକୁରଙ୍କ ତ୍ରିବିକ୍ରମ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ - ପୁରୀ ନ୍ୟୁଜ

କାର୍ତ୍ତିକ ମାସର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ। ମହାପ୍ରଭୁଙ୍କ ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ଛୁଟିଛି ସୁଅ ।

panchuka
author img

By

Published : Nov 10, 2019, 10:06 AM IST

ପୁରୀ: କାର୍ତ୍ତିକ ମାସର ଆଜି ତ୍ରୟୋଦଶୀ ତିଥି । ମହାପ୍ରଭୁଙ୍କ ଆଜିର ଦିନରେ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ଠାକୁରମାନେ ସୁଵର୍ଣ୍ଣର ବିଭିନ୍ନ ଅଳଙ୍କାର ଧାରଣ କରିଥାନ୍ତି ।

panchuka
ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ତିନି ଠାକୁର ତ୍ରିବିକ୍ରମ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବେଶରେ ଠାକୁରମାନେ ଚୂଳ ଧାରଣ କରିଥାନ୍ତି । ଏହି ଚୂଳରେ ସ୍ଵର୍ଣ୍ଣର ଅଳଙ୍କାର ଭଳି ସୋଲର ଡାଲି ଲାଗି କରାଯାଇ ଥାଏ । ଏଥିସହିତ ସୁବର୍ଣ୍ଣ ମଧ୍ୟ ଲାଗି ହୋଇଥାଏ । ଏହି ବେଶ ଅତ୍ୟନ୍ତ ଚିତାକର୍ଷକ । ଏହି ବେଶ ଅବକାଶ ନୀତି ପରେ ହୋଇଥାଏ । ଭକ୍ତମାନେ ଏହି ବେଶକୁ ଦର୍ଶନ କରି କୃତାର୍ଥ ହୋଇଥାନ୍ତି ।

ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ତେବେ ମହାପ୍ରଭୁଙ୍କ ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ତ୍ରି ବିକ୍ରମ ବେଶBody:ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ର ମହା କାର୍ତିକ ମାସର ଆଜି ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଠାକୁର ମାନେ ତ୍ରିବିକ୍ରମ ବେଶରେ ବିଭୂଷିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଥାନ୍ତି। ଏହି ବେଶରେ ଠାକୁର ମାନେ ଚୁଳ ଧାରଣ କରିଥାନ୍ତି। ଏହି ଚୁଳ ରେ ସ୍ଵର୍ଣ ର ଅଳଙ୍କାର ଭଳି ସୋଲର ଡାଲି ଲାଗି କରାଯାଇ ଥାଏ। ଏଥି ସହିତ ସୁବର୍ଣ୍ଣ ମଧ୍ୟ ଲାଗି ହୋଇ ଥାଏ। ଏଣୁ ଏହି ବେଶକୁ ଡାଳିକିଆ ବେଶ ମଧ୍ୟ କୁହାଯାଏ। ଏହି ବେଶ ଅତ୍ୟନ୍ତ ଚିତା କର୍ଷକ। ଏହି ବେଶରେ ଠାକୁର ମାନେ ସୁଵର୍ଣ ର ବିଭିନ୍ନ ଅଳଙ୍କାର ଧାରଣ କରିଥାନ୍ତି।ଏହି ବେଶ ଅବକାଶ ନୀତି ପରେ ହୋଇ ଥାଏ। ଭକ୍ତ ମାନେ ଏହି ବେଶ କୁ ଦର୍ଶନ କରି କୃତାର୍ଥ ହୋଇ ଥାନ୍ତି। ଆଜି ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଶ୍ରୀମନ୍ଦିର ରେ ହୋଇଛି।

ବାଇଟ,, ଡ଼କ୍ଟର ନରେଶ ଚନ୍ଦ୍ର ଦାଶ,, ଜଗନ୍ନାଥ ସଂସ୍କୃତି ଗବେଷକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.