ETV Bharat / state

ପୁରୀରେ ବୋମାମାଡ଼, ଜଣେ ଆହତ

author img

By

Published : Jun 24, 2022, 10:53 PM IST

ପୁରୀ ସଦର ଥାନା ଅଧିନ ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ ହୋଇଥିବା ଜଣାପଡିଛି । ଏଥିରେ ଜଣେ ଆହତ ହୋଇଥିବା ବେଳେ ପୁରୀ ସଦର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ପୁରୀରେ ବୋମାମାଡ଼, ଜଣେ ଆହତ
ପୁରୀରେ ବୋମାମାଡ଼, ଜଣେ ଆହତ

ପୁରୀ: ପୁରୀରେ ପୁଣି ଫୁଟିଲା ବୋମା । ସଦର ଥାନା ଅଧିନ ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ ହୋଇଥିବା ଜଣାପଡିଛି । ସିମେଣ୍ଟ ବ୍ୟବସାୟୀ ବାପି ଖୁଣ୍ଟିଆ ଘର ଉପରକୁ ଏହି ବୋମାମାଡ ହୋଇଛି ।

ପୁରୀରେ ବୋମାମାଡ଼, ଜଣେ ଆହତ
ପୁରୀରେ ବୋମାମାଡ଼, ଜଣେ ଆହତ

ଏଥିରେ ଜଣେ ଆହତ ହୋଇଥିବା ବେଳେ ପୁରୀ ସଦର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଦୁର୍ବୃତ୍ତ ମାନେ ଗୋଟିଏ ବୋମାମାଡ କରି ଫେରାର ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.