ETV Bharat / state

ନିଆଁ ଆଁରେ 5 ବଖରା

ଅଗ୍ନିକାଣ୍ଡରେ ପାଞ୍ଚ ବଖରା ଭସ୍ମୀଭୂତ । ସଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ । ଅଧିକ ପଢନ୍ତୁ...

author img

By

Published : Apr 8, 2021, 11:31 AM IST

fire break out in puri matalpur village
ଅଗ୍ନିକାଣ୍ଡରେ ପାଞ୍ଚବଖରା ଘର ଭସ୍ମିଭୂତ

ବ୍ରହ୍ମଗିରି: ପୁରୀ ଜିଲ୍ଲା ମତଲାପୁରୁ ଗାଁରେ ଭୟାବହ ଅଗ୍ନିକାଣ୍ତ । ଅଗ୍ନିକାଣ୍ଡରେ ପାଞ୍ଚ ବଖରା ଭସ୍ମୀଭୂତ । ବାସହରା ହୋଇଗଲେ 5 ପରିବାର । ବୁଧବାର ବିଳମ୍ବିତ ରାତିରେ ଗାଁରେ ନିଆଁ ଲାଗିଯାଇଥିଲା ।

ଅଗ୍ନିକାଣ୍ଡରେ ପାଞ୍ଚବଖରା ଘର ଭସ୍ମିଭୂତ

ଖବର ପାଇ ଵ୍ରହ୍ମଗିରିରୁ ଅଗ୍ନିଶମ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲେ । ସଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ବୋଲି ଅଗ୍ନିଶମ ଅଧିକାରୀ ଜଣାଇଛନ୍ତି । ଏଥିରେ 5ଟି ପରିବାରର 5ବଖରା ଘର ସହ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ରାତିରେ ସୋଇଥିବା ସମୟରେ ନିଆଁ ଲାଗିଯାଇଥିଲା।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.