ETV Bharat / state

ବିଜେଡିରେ ଯୋଗଦେଲେ କଂଗ୍ରେସର ପୁରୁଖା ନେତା

କଂଗ୍ରେସରୁ ଚାରିଥର କାଉନସିଲର ଭାବେ ନିର୍ବାଚିତ ହୋଇଥିବା ନୃସିଂହ ସାହୁ ଓ କଂଗ୍ରେସ ନେତା ନାରାୟଣ ସାହୁ କଂଗ୍ରେସର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେବାପରେ ପ୍ରାୟ ଦୁଇହଜାର ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି।

author img

By

Published : Apr 4, 2019, 3:14 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର। ହେଲେ ଏହାରି ମଧ୍ୟରେ ଦଳଡିଆଁ ପର୍ବ ବି ଜାରି ରହିଛି। ତେବେ ଜିଲ୍ଲା ବିଜେଡି ପକ୍ଷରୁ କୁବେର ମଣ୍ଡପ ପରିସରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସରୁ ଚାରିଥର କାଉନସିଲର ଭାବେ ନିର୍ବାଚିତ ହୋଇଥିବା ନୃସିଂହ ସାହୁ ଓ କଂଗ୍ରେସ ନେତା ନାରାୟଣ ସାହୁ କଂଗ୍ରେସର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେବାପରେ ପ୍ରାୟ ଦୁଇହଜାର ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ନେତା ମହେଶ୍ୱର ମହାନ୍ତିଙ୍କ ବିକାଶ ମୂଳକ କାର୍ଯ୍ଯରେ ପ୍ରଭାବିତ ହୋଇ ବିଜେଡିରେ ଯୋଗଦେଇଥିବା ନାରାୟଣ ଓ ନୃସିଂହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଜିଲ୍ଲା ସଭାପତି ତଥା ବିଧାନସଭା ପ୍ରାର୍ଥୀ ମହେଶ୍ୱର ମହାନ୍ତି, ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ଏଥିରେ ସ୍ଥାନୀୟ ନେତା ରାମକୃଷ୍ଣ ଦାସମହାପାତ୍ର, ପୂର୍ବତନ ନଗରପାଳ ଗୌରହରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏଭଳି ମିଶ୍ରଣ ପର୍ବ ଆଗାମୀ ନିର୍ବାଚନରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା ପ୍ରକଟ କରିଛନ୍ତି ନେତୃବୃନ୍ଦ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.