ETV Bharat / state

ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ପୁରୀରେ କାରକେଡ ରିହଲସଲ - ପୁରୀରେ ହେଲା କାରକେଟ ରିହଲସଲ

ଆସନ୍ତା 22 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କାରକେଡ ରିହଲସଲ ହୋଇଛି । ଅଧିକ ପଢନ୍ତୁ...

ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ପୁରୀରେ ହେଲା କାରକେଟ ରିହଲସଲ

author img

By

Published : Mar 20, 2021, 6:01 PM IST

ପୁରୀ: ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ପୁରୀରେ କାରକେଡ ରିହଲସଲ । ଆସନ୍ତା 22 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କାରକେଡ ରିହଲସଲ ହୋଇଛି ।

ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ପୁରୀରେ ହେଲା କାରକେଟ ରିହଲସଲ

ପୁରୀ ତାଳବଣିଆ ହେଲିପ୍ୟାଡ଼ରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଏହି ମକ ଡ୍ରିଲ ହୋଇଥିଲା। ପୁରୀ ଏସପିଙ୍କ ସୂଚନା ଅନୁଯାୟୀ 40 ପ୍ଲାଟୁନ ଫୋର୍ସ, 250 ଅଫିସର, 13 ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ବ୍ଲୁ ବୁକ ଅନୁଯାୟୀ ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନ କରାଯିବ।

କୋଣାର୍କରେ ମଧ୍ୟ ସମାନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.