ବ୍ରହ୍ମଗିରି: ଚିଲିକାରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ଭସାପୋଲଟି ଜହ୍ନିକୁଦାରୁ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଜହ୍ନିକୁଦା ସ୍ଥଳଭାଗ ଠାରୁ କିଛିବାଟ ଗଲାପରେ ଚ୍ୟାନେଲ ଠାରୁ ବିଚ୍ୟୁତ ହୋଇଥିଲା । ପରେ ଚିଲିକା ମଝିରେ ଲାଗି ରହିଛି । ଭସାପୋଲରେ 10ଟି ବାଇକ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ସମେତ ୨ ବସ ଅଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ